ଆଇନଜୀବୀ ହତ୍ୟା ଘଟଣାକୁ ନେଇ ହାଇକୋର୍ଟ ବାର ଆସୋସିଏସନର ଆନ୍ଦୋଳନ

କଟକ: ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ର ହତ୍ୟା ଘଟଣାକୁ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ଦୃଢ ନିନ୍ଦା କରିଛି। ଏହାର ପ୍ରତିବାଦରେ ଆଜି ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ବାର ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।  ଆଇନଜୀବୀଙ୍କ କ୍ଷେତ୍ରରେ ଏଭଳି ଘଟଣା ବାରମ୍ବାର ଘଟୁଛି, ତେଣୁ ଏନେଇ ସରକାର ପଦକ୍ଷେପ ନେବାକୁ ସଂଘ ଦାବି କରିଛି।

highcoat

highcoat

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 09:47 AM IST

Sports

Latest News

କଟକ: ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ର ହତ୍ୟା ଘଟଣାକୁ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ଦୃଢ ନିନ୍ଦା କରିଛି। ଏହାର ପ୍ରତିବାଦରେ ଆଜି ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ବାର ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।  ଆଇନଜୀବୀଙ୍କ କ୍ଷେତ୍ରରେ ଏଭଳି ଘଟଣା ବାରମ୍ବାର ଘଟୁଛି, ତେଣୁ ଏନେଇ ସରକାର ପଦକ୍ଷେପ ନେବାକୁ ସଂଘ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos