ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଆନ୍ଦୋଳନ ପୁଣି ତେଜିଲା

ଭୁବନେଶ୍ୱର (ଭୁବନେଶ୍ୱର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଆନ୍ଦୋଳନ ତେଜିଲା। ଆଜି ହାଇକୋର୍ଟ ଆଗରେ ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ବହୁ ସାମାଜିକ ସଂଗଠନ ଓ ଲୋକ ପ୍ରତିନିଧିମାନେ ଗଣଧାରଣାରେ ବସିଥିଲେ। ଏଥିରେ ପଶ୍ଚିମ ଓଡ଼ିଶା ବାର୍ ଆସୋସିଏସନ୍, ଶ୍ରମିକ ସଂଗଠନ, ମହିଳା ସଂଗଠନ, ନିର୍ବାଚିତ ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ। ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ବିଭିନ୍ନ ସଂଗଠନ ଦିର୍ଘ ଦିନ ଧରି ଦାବି କରିଆସୁଥିଲେ।  […]

high-court-separet-bench

high-court-separet-bench

Rakesh Mallick
  • Published: Friday, 10 November 2017
  • Updated: 10 November 2017, 09:56 PM IST

Sports

Latest News

ଭୁବନେଶ୍ୱର (ଭୁବନେଶ୍ୱର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଆନ୍ଦୋଳନ ତେଜିଲା। ଆଜି ହାଇକୋର୍ଟ ଆଗରେ ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ବହୁ ସାମାଜିକ ସଂଗଠନ ଓ ଲୋକ ପ୍ରତିନିଧିମାନେ ଗଣଧାରଣାରେ ବସିଥିଲେ। ଏଥିରେ ପଶ୍ଚିମ ଓଡ଼ିଶା ବାର୍ ଆସୋସିଏସନ୍, ଶ୍ରମିକ ସଂଗଠନ, ମହିଳା ସଂଗଠନ, ନିର୍ବାଚିତ ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ।

ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ବିଭିନ୍ନ ସଂଗଠନ ଦିର୍ଘ ଦିନ ଧରି ଦାବି କରିଆସୁଥିଲେ।  ପୂର୍ବରୁ ଏନେଇ ବହୁବାର ମଧ୍ୟ ଆନ୍ଦୋଳନ କରାଯାଇଥିଲା। ତେବେ ଏଥିରେ କୌଣସି ସୁଫଳ ନମିଳିବା ପରେ ଶେଷରେ ପୁଣି ଥରେ ଗଣଧାରଣାକୁ ଓହ୍ଲାଇଛି ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି। ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ହାଇକୋର୍ଟଙ୍କ ମତାମତ ଲୋଡିଥିଲେ।  ତେବେ ଏହାକୁ ତିନି ବର୍ଷ ବିତି ଗଲାଣି। ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନଥିବା ସଂଘ ଅଭିଯୋଗ କରିଛି। ଖୁବଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ସ୍ୱତନ୍ତ୍ର ରାଜ୍ୟ ପାଇଁ ଦାବି ଯୋର ଧରିବ ବୋଲି ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story