ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କଲେ ହାଇକୋର୍ଟ ପ୍ରତିନିଧି

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ନାଟମଣ୍ଡପ ଛାତରୁ ଚୂନ ପଥର ଖସିବା ଘଟଣାରେ ଅନୁଧ୍ୟାନ ହୋଇଛି। ଗତକାଲି ହାଇକୋର୍ଟଙ୍କ ପକ୍ଷରୁ ଶ୍ରୀମନ୍ଦିର ମରାମତି ତଦାରଖ ଦାୟିତ୍ୱରେ ଥିବା ଆଇନଜୀବୀ ଏନ୍.କେ ମହାନ୍ତି ପୁରୀ ଗସ୍ତରେ ଆସି ନାଟମଣ୍ଡପର ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ସ୍ଥାନରୁ ଏବଂ କିପରି ଖସିଲା ଚୂନ ପଥର ସେ ନେଇ ଟିକିନିଖି ଯାଞ୍ଚ କରିଛନ୍ତି। ଯାଞ୍ଚ ସମୟରେ ଶ୍ରୀମନ୍ଦିର ସୁପରିଟେଣ୍ଡିଂ ଇଞ୍ଜିନିୟର ବିନ୍ଧେଶ୍ୱର ପାତ୍ରଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ ଅଧିକାରୀ ଏବଂ ଏଏସ୍ଆଇ […]

puri

puri

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 08:23 AM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ନାଟମଣ୍ଡପ ଛାତରୁ ଚୂନ ପଥର ଖସିବା ଘଟଣାରେ ଅନୁଧ୍ୟାନ ହୋଇଛି। ଗତକାଲି ହାଇକୋର୍ଟଙ୍କ ପକ୍ଷରୁ ଶ୍ରୀମନ୍ଦିର ମରାମତି ତଦାରଖ ଦାୟିତ୍ୱରେ ଥିବା ଆଇନଜୀବୀ ଏନ୍.କେ ମହାନ୍ତି ପୁରୀ ଗସ୍ତରେ ଆସି ନାଟମଣ୍ଡପର ସ୍ଥିତି ଅନୁଧ୍ୟାନ କରିଛନ୍ତି।

କେଉଁ ସ୍ଥାନରୁ ଏବଂ କିପରି ଖସିଲା ଚୂନ ପଥର ସେ ନେଇ ଟିକିନିଖି ଯାଞ୍ଚ କରିଛନ୍ତି। ଯାଞ୍ଚ ସମୟରେ ଶ୍ରୀମନ୍ଦିର ସୁପରିଟେଣ୍ଡିଂ ଇଞ୍ଜିନିୟର ବିନ୍ଧେଶ୍ୱର ପାତ୍ରଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ ଅଧିକାରୀ ଏବଂ ଏଏସ୍ଆଇ ଅଧିକାରୀ ଉପସ୍ଥିତ ଥିଲେ। ନାଟମଣ୍ଡପ ଛାତରୁ ଆଉ ଥରେ ଚୂନ ଅତଡ଼ା ଖସିବା ଭଳି ପରିସ୍ଥିତିରେ ନାହିଁ ବୋଲି ଅନୁଧ୍ୟାନ ପରେ ସେ କହିଛନ୍ତି।

ଜୟବିଜୟ ଦ୍ୱାର ମରାମତି ପରେ ନାଟ ମଣ୍ଡପ ମରାମତି କରାଯିବ ବୋଲି ସେ କହିଛନ୍ତି। ଆଗକୁ କିଭଳି ଚୂନ ଅତଡା ନ ଖସିବ ସେନେଇ ତୁରନ୍ତ ପଦକ୍ଷେପ ନେବାକୁ ଏଏସ୍ଆଇ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ଭକ୍ତ ଓ ସେବାୟତଙ୍କ ସୁରକ୍ଷା ଦୃଷ୍ଟିରୁ ଏକ ଜରୁରୀ ବୈଠକ ଡକାଯାଇଛି। ଆସନ୍ତା ମଙ୍ଗଳବାର ଏହି ବୈଠକ ବସିବ।  ଶୁକ୍ରବାର ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ସମୟରେ ଜଣେ ମହିଳାଙ୍କ ମୁଣ୍ଡରେ ଚୂନ ଅତଡା ଖସି ପଡିଥିଲା। ଏଥିରେ ମହିଳାଙ୍କ ମୁଣ୍ଡ ଫାଟି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story