କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌: ନିର୍ଦ୍ଦେଶନାମା ସତ୍ତ୍ୱେ କାହିଁକି ଇଣ୍ଟରନେଟ୍‌ରେ ବନ୍ଦ ହୋଇନି ବ୍ଲୁ ହ୍ୱେଲ

କଟକ (ଓଡ଼ିଶା ରିପୋର୍ଟର): ଯେତେ ଚେଷ୍ଟା କଲେ ବି ଅନ୍‌ଲାଇନ୍‌ ଗେମ୍‌ ବ୍ଲୁ ହ୍ୱେଲ କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ କେଉଁଠୁ ନା କେଉଁଠୁ ମୃତ୍ୟୁ ଖବର ଆସୁଥିବା ବେଳେ ବହୁ ଲୋକ ଏହାର ଶିକାର ହୋଇ ଧରାପଡୁଛନ୍ତି। ବିଭିନ୍ନ ଗଣମାଧ୍ୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଏପରି ଖେଳରୁ ଦୂରେଇ ରହିବାକୁ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ କିଛି ଲାଭ ହେଉନାହିଁ। ଏପରି ସ୍ଥିତିରେ ଆଜି ଓଡ଼ିଶା ହାଇକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ […]

Odisha-HC-1

Odisha-HC-1

Rakesh Mallick
  • Published: Monday, 11 September 2017
  • Updated: 11 September 2017, 09:57 PM IST

କଟକ (ଓଡ଼ିଶା ରିପୋର୍ଟର): ଯେତେ ଚେଷ୍ଟା କଲେ ବି ଅନ୍‌ଲାଇନ୍‌ ଗେମ୍‌ ବ୍ଲୁ ହ୍ୱେଲ କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ କେଉଁଠୁ ନା କେଉଁଠୁ ମୃତ୍ୟୁ ଖବର ଆସୁଥିବା ବେଳେ ବହୁ ଲୋକ ଏହାର ଶିକାର ହୋଇ ଧରାପଡୁଛନ୍ତି। ବିଭିନ୍ନ ଗଣମାଧ୍ୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଏପରି ଖେଳରୁ ଦୂରେଇ ରହିବାକୁ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ କିଛି ଲାଭ ହେଉନାହିଁ। ଏପରି ସ୍ଥିତିରେ ଆଜି ଓଡ଼ିଶା ହାଇକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରୀ କରିଛନ୍ତି। ନିର୍ଦ୍ଦେଶନାମା ସତ୍ତ୍ୱେ କାହିଁକି ଇଣ୍ଟରନେଟରେ ଘାତକ ବ୍ଲୁ ହ୍ୱେଲ ବନ୍ଦ ହୋଇନାହିଁ ବୋଲି ଜାଣିବାକୁ ଚାହିଁଛନ୍ତି କୋର୍ଟ।

ଆଇନଜୀବୀ ଶିବ ଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାଏର ଏକ ଜନସ୍ୱାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଉଚ୍ଚ ନ୍ୟାୟାଳୟ, କେନ୍ଦ୍ର ଓ ରାଜ୍ୟ ଆଇଟି ସଚିବ, ଗୃହ ସଚିବ, ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ଡିଜିଙ୍କ ସହ ପୋଲିସ କମିଶନରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହାର ଇଣ୍ଟରନେଟ୍ ଲିଙ୍କ୍ ବନ୍ଦ କରିବାକୁ ଗତ ଅଗଷ୍ଟ ୧୧ରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଜାରୀ କରିଥିଲେ। ଏହାସତ୍ତ୍ୱେ ଏହା କାହିଁକି ବନ୍ଦ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ଆବେଦନକାରୀ। ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story