ପୁରୀରେ ଇସ୍କନ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କଲେ ହାଇକୋର୍ଟ

କଟକ: ପୁରୀରେ ଇସ୍କନ ମନ୍ଦିର ନିର୍ମାଣ ପ୍ରସଙ୍ଗରେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ବୁଧବାର ହାଇକୋର୍ଟ ମନା କରି ଦେଇଛନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଇସ୍କନ ପକ୍ଷରୁ ବନମାଳୀ ଦାସଙ୍କ ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନିତ ଶରନ ଏବଂ ଜଷ୍ଟିସ ଡଃ ବି .ଆର. ଷଡଙ୍ଗୀ  ଏହା କହିଛନ୍ତି। ତେବେ ଆସନ୍ତା ସୋମବାରକୁ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଇସ୍କନର ପ୍ରସ୍ତାବିତ ମନ୍ଦିର […]

iskan

iskan

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 04:16 PM IST

Sports

Latest News

କଟକ: ପୁରୀରେ ଇସ୍କନ ମନ୍ଦିର ନିର୍ମାଣ ପ୍ରସଙ୍ଗରେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ବୁଧବାର ହାଇକୋର୍ଟ ମନା କରି ଦେଇଛନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଇସ୍କନ ପକ୍ଷରୁ ବନମାଳୀ ଦାସଙ୍କ ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନିତ ଶରନ ଏବଂ ଜଷ୍ଟିସ ଡଃ ବି .ଆର. ଷଡଙ୍ଗୀ  ଏହା କହିଛନ୍ତି। ତେବେ ଆସନ୍ତା ସୋମବାରକୁ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଇସ୍କନର ପ୍ରସ୍ତାବିତ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ପିକେଡିଏ ନିକଟରେ ନିଜର ପକ୍ଷ ରଖିବାକୁ ଜଷ୍ଟିସ୍ ସଞ୍ଜୁ ପଣ୍ଡା ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ମାମଲାରେ ପକ୍ଷଭୁକ୍ତ ହୋଇଥିବା ଇଣ୍ଟରଭେନର ଚାହିଁଲେ ପିକେଡିଏ ନିକଟରେ ମଧ୍ୟ ନିଜର ପକ୍ଷ ରଖି ପାରିବେ ବୋଲି ଜଣିକିଆ ଖଣ୍ଡପୀଠ କହିଥିଲେ। ମନ୍ଦିର ନିର୍ମାଣ ପ୍ରସଙ୍ଗରେ ପିକେଡିଏ ଇସ୍କନକୁ ନୋଟିସ୍ ଜାରି କରି ନିଜର ପକ୍ଷ ରଖିବାକୁ ନିର୍ଦେଶ ଦେଇଥିଲା। ପିକେଡିଏର ନୋଟିସ୍‌ ଜାରି କରିବା ପାଇଁ କୌଣସି କ୍ଷମତା ନଥିବା ଦର୍ଶାଇ ଏହାକୁ ରଦ୍ଦ କରିବାକୁ ଇସ୍କନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମାମଲାର ଶୁଣାଣି କରି ଜଷ୍ଟିସ ସଞ୍ଜୁ ପଣ୍ଡା ଏହି ନିର୍ଦ୍ଦେଶ ଦେବାସହ ମାମଲାକୁ ଖାରଜ କରିଥିଲେ। ଜଣିକିଆ ଖଣ୍ଡପୀଠଙ୍କ ଏହି ରାୟକୁ ଚ୍ୟାଲେଞ୍ଚ କରି ଇସ୍କନ ପକ୍ଷରୁ ରିଟ୍ ଅପିଲ ଦାୟର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story