ବିଧାନସଭାରେ ବିଜୁଳି ଶୁଳ୍କ ବୃଦ୍ଧି ଝଡ଼

ଭୁବନେଶ୍ୱର: ବିଜୁଳି ଶୁଳ୍କ ବୃଦ୍ଧିକୁ ବିରୋଧ କରାଯାଇଛି। ବିଧାନସଭା ଭିତରେ ଓ ବାହାରେ ବିଜୁଳି ଶୁଳ୍କ ବୃଦ୍ଧିକୁ ବିରୋଧ କରାଯାଇଛି। ଆଜି ବିଧାନସଭା ଆରମ୍ଭ ବେଳେ ବାଚସ୍ପତିଙ୍କ ପୋଡିୟମ୍‌ ପାଖକୁ କଂଗ୍ରେସ ବିଧାୟକମାନେ ମାଡି ଯାଇ ହଟ୍ଟଗୋଳ କରିଥିଲେ। ଉପଭୋକ୍ତା ଉପରେ ସରକାର ଲଦି ଦେଇଥିବା ବିଜୁଳି ବୋଝକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ,“ବିଧାନସଭା ଚାଲିଛି। ଋଣ ବୋଝ ସହି ନପାରି ଚାଷୀ ଆତ୍ମହତ୍ୟା କରୁଛନ୍ତି। ଏପରି […]

Odisha-Assembly-5-1

Odisha-Assembly-5-1

Rakesh Mallick
  • Published: Friday, 24 March 2017
  • Updated: 24 March 2017, 08:05 PM IST

Sports

Latest News

ଭୁବନେଶ୍ୱର: ବିଜୁଳି ଶୁଳ୍କ ବୃଦ୍ଧିକୁ ବିରୋଧ କରାଯାଇଛି। ବିଧାନସଭା ଭିତରେ ଓ ବାହାରେ ବିଜୁଳି ଶୁଳ୍କ ବୃଦ୍ଧିକୁ ବିରୋଧ କରାଯାଇଛି। ଆଜି ବିଧାନସଭା ଆରମ୍ଭ ବେଳେ ବାଚସ୍ପତିଙ୍କ ପୋଡିୟମ୍‌ ପାଖକୁ କଂଗ୍ରେସ ବିଧାୟକମାନେ ମାଡି ଯାଇ ହଟ୍ଟଗୋଳ କରିଥିଲେ। ଉପଭୋକ୍ତା ଉପରେ ସରକାର ଲଦି ଦେଇଥିବା ବିଜୁଳି ବୋଝକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ,“ବିଧାନସଭା ଚାଲିଛି। ଋଣ ବୋଝ ସହି ନପାରି ଚାଷୀ ଆତ୍ମହତ୍ୟା କରୁଛନ୍ତି। ଏପରି ସ୍ଥଳେ ରାଜ୍ୟ ସରକାର ଗରିବଙ୍କ ମୁଣ୍ଡରେ ବିଜୁଳି ଋଣର ବୋଝ ଲଦି ଦେଉଛନ୍ତି। ଏହାଠାରୁ ଦୁର୍ଭାଗ୍ୟର ବିଷୟ ଛଡ଼ା ଆଉ କିଛି ନୁହେଁ।”

ବିଜୁଳି ଶୁଳ୍କ ବୃଦ୍ଧିକୁ କଂଗ୍ରେସ ବିରୋଧ କରୁଥିବା ବେଳେ ନିଜ ଆସନରେ ଠିଆ ହୋଇ ସରକାରଙ୍କ ବିରୋଧରେ ବିଜେପି ବିଧାୟକମାନେ ସ୍ଲୋଗାନ ଦେଇଥିଲେ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ,“ରାଜ୍ୟ ସରକାର ବିଜୁଳି ଶୁଳ୍କ ବୃଦ୍ଧି କରିଛନ୍ତି। ଯାହା ଗରିବଙ୍କ ପାଇଁ ବେଡ଼ି ଉପରେ କୋରଡା ମାଡ଼ ସଦୃଶ ହୋଇଛି।”

ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି,“କଂଗ୍ରେସ ଓ ବିଜେପି ବିଧାୟକଙ୍କର ଚାଷୀମାନଙ୍କ ପ୍ରତି ଦରଦ ନାହିଁ। ସେମାନେ କେବଳ ରାଜନୀତି କରୁଛନ୍ତି। କେତେ ଦିନ ପ୍ରଶ୍ନକାଳକୁ ହଟ୍ଟଗୋଳ କରି ବାତିଲ କରିବେ? ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story