ସ୍ୱତନ୍ତ୍ର ଟେନ୍‌ରେ ଭୁବନେଶ୍ୱର ଆସିଲେ ୩୦୦ ଯାତ୍ରୀ

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା ପରେ ଉକ୍ତ ଟ୍ରେନ୍‌ର ୩୦୦ ଯାତ୍ରୀଙ୍କୁ ନେଇ ଗତକାଲି ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲା ଏକ ସ୍ୱତନ୍ତ୍ର ଟେନ୍‌। ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଏହି ଯାତ୍ରୀମାନେ ଦୁର୍ଘଟଣା ସମୟର ଭୟଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ଅନ୍ୟପଟେ ଆଶା ଆଶଙ୍କାରେ ଥିବା ନିଜ ପରିଜନଙ୍କୁ ପାଇ ପରିବାର ଲୋକେ ଖୁସି ହୋଇ ଯାଇଥିଲେ। ମୃତ ଯାତ୍ରୀଙ୍କ ଆତ୍ମାର ସଦ୍‌ଗତି ପାଇଁ ରାଜଧାନୀରେ ଏକ ମହମବତୀ ଶୋଭାଯାତ୍ରା ହୋଇଥିଲା। ବିପିୟୁଟି ଛାତ୍ରସଂଘ, ଡିପ୍ଲୋମା ଛାତ୍ର ସଂଘ […]

accident

accident

Rakesh Mallick
  • Published: Monday, 23 January 2017
  • Updated: 23 January 2017, 09:07 AM IST

Sports

Latest News

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା ପରେ ଉକ୍ତ ଟ୍ରେନ୍‌ର ୩୦୦ ଯାତ୍ରୀଙ୍କୁ ନେଇ ଗତକାଲି ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲା ଏକ ସ୍ୱତନ୍ତ୍ର ଟେନ୍‌। ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଏହି ଯାତ୍ରୀମାନେ ଦୁର୍ଘଟଣା ସମୟର ଭୟଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ଅନ୍ୟପଟେ ଆଶା ଆଶଙ୍କାରେ ଥିବା ନିଜ ପରିଜନଙ୍କୁ ପାଇ ପରିବାର ଲୋକେ ଖୁସି ହୋଇ ଯାଇଥିଲେ।

ମୃତ ଯାତ୍ରୀଙ୍କ ଆତ୍ମାର ସଦ୍‌ଗତି ପାଇଁ ରାଜଧାନୀରେ ଏକ ମହମବତୀ ଶୋଭାଯାତ୍ରା ହୋଇଥିଲା। ବିପିୟୁଟି ଛାତ୍ରସଂଘ, ଡିପ୍ଲୋମା ଛାତ୍ର ସଂଘ ଓ ଭୁବନେଶ୍ୱର ଛାତ୍ର ବିଜେଡି ପକ୍ଷରୁ ରାମମନ୍ଦିରଠାରେ ମୃତ ଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଥିରେ ବହୁ ଛାତ୍ରଛାତ୍ରୀ ସାମିଲ ହୋଇ ୨ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos