ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣା: ରାୟଗଡ଼ାରେ ଏନଆଇଏର ୧୦ଜଣିଆ ଟିମ୍‌

ରାୟଗଡ଼: ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାର ତଦନ୍ତ ପାଇଁ ଆଜି  ରାୟଗଡ଼ାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ୧୦ ଜଣିଆ ଟିମ୍‌ ରାୟଗଡ଼ାରେ ପହଞ୍ଚିଛନ୍ତି। ଏହି ଟିମ୍‌ର ନେତୃତ୍ୱ ଆଇଜି ମୁକେଶ ସିଂ ନେଇଛନ୍ତି। ସୂଚନା ଅନୁସାରେ ଏହି ଟିମ୍‌ ରାୟଗଡ଼ାରେ ପ୍ରାୟ ୧୦ଦିନ ଧରି ରହିବ। ଦୁର୍ଘଟଣାର ୪ ଦିଗକୁ ନେଇ  ତଦନ୍ତ କରାଯିବ। ପ୍ରଥମତଃ ଦୁର୍ଘଟଣା ଦିନ ଟ୍ରେନ୍‌ ବେଗ କେତେ ଥିଲା ଏବଂ କେତେ ରହିବା କଥା ସେନେଇ ତଦନ୍ତ କରିବ, ଦ୍ୱିତୀୟରେ ଟ୍ରେନ୍‌ […]

hirakhanda express

hirakhanda express

Rakesh Mallick
  • Published: Sunday, 29 January 2017
  • Updated: 29 January 2017, 07:02 PM IST

ରାୟଗଡ଼: ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାର ତଦନ୍ତ ପାଇଁ ଆଜି  ରାୟଗଡ଼ାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ୧୦ ଜଣିଆ ଟିମ୍‌ ରାୟଗଡ଼ାରେ ପହଞ୍ଚିଛନ୍ତି। ଏହି ଟିମ୍‌ର ନେତୃତ୍ୱ ଆଇଜି ମୁକେଶ ସିଂ ନେଇଛନ୍ତି।

ସୂଚନା ଅନୁସାରେ ଏହି ଟିମ୍‌ ରାୟଗଡ଼ାରେ ପ୍ରାୟ ୧୦ଦିନ ଧରି ରହିବ। ଦୁର୍ଘଟଣାର ୪ ଦିଗକୁ ନେଇ  ତଦନ୍ତ କରାଯିବ। ପ୍ରଥମତଃ ଦୁର୍ଘଟଣା ଦିନ ଟ୍ରେନ୍‌ ବେଗ କେତେ ଥିଲା ଏବଂ କେତେ ରହିବା କଥା ସେନେଇ ତଦନ୍ତ କରିବ, ଦ୍ୱିତୀୟରେ ଟ୍ରେନ୍‌ ଯିବା ପୂର୍ବରୁ ଡମି ଇଞ୍ଜିନ୍‌ ବା ମାଲଗାଡ଼ି  ଯାଇଥିଲା କି ନାହିଁ, ତୃତୀୟରେ  ଟ୍ରେନ୍‌ ଯିବା ପୂର୍ବରୁ ଟ୍ରାକ୍‌ କଟି ଥିଲା କି ନାହିଁ,ଯଦି କଟିଥିଲା ତେବେ କୁନେରୁ ଷ୍ଟେସନ ମାଷ୍ଟରଙ୍କ ପାଖରେ ଖବର ଥିଲା ନା ନାହିଁ ଏବଂ ଟ୍ରାକ୍‌ ବହୁ ପୁରୁଣା ଓ ଦୁର୍ବଳ ଥିବା ଉପରେ ଟିମ୍ ତଦନ୍ତ କରିବ। ଏହା ପୂର୍ବରୁ ଏନଆଇଏର ୫ ଜଣିଆ ଟିମ୍‌ ଆସି ଘଟଣାର ତଦନ୍ତ କରିଥିଲେ।

ଗତ ୨୧ ତାରିଖ  ରାତିରେ ଆନ୍ଧ୍ର ପ୍ରଦେଶର କୁନେରୁରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଥିଲା। ଏଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଯାତ୍ରୀ ଆହତ ହୋଇଥିଲେ। ପରେ ଘଟଣାର ଏନଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story