ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ଡ୍ୟାମର ୮ଟି ଗେଟ୍‌ ବନ୍ଦ ହେବ: ଏସ୍‌ଆର୍‌ସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମର ବନ୍ଦ ହେବ ୮ଟି। ଏବେ ଖୋଲାଥିବା ୩୪ ଗେଟରୁ ୮ଟି ବନ୍ଦ କରାଯିବ। ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ପାଇଁ ଗେଟ୍ ଗୁଡ଼ିକ ବନ୍ଦ କରାଯିବ। ଆସନ୍ତାକାଲି ସକାଳ ୯ଟା ଯାଏ ୮ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି)  ପ୍ରଦୀପ ଜେନା ଆଜି  ସୂଚନା ଦେଇଛନ୍ତି। ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ତେଲ୍ ନଦୀ ଚିନ୍ତା ବଢ଼ାଇଛି। ଛତିଶଗଡ଼ରେ ବର୍ଷା ହେଉଥିବା […]

Hirakud Dam

Hirakud Dam

Tapaswini Nayak
  • Published: Monday, 15 August 2022
  • Updated: 15 August 2022, 02:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମର ବନ୍ଦ ହେବ ୮ଟି। ଏବେ ଖୋଲାଥିବା ୩୪ ଗେଟରୁ ୮ଟି ବନ୍ଦ କରାଯିବ। ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ପାଇଁ ଗେଟ୍ ଗୁଡ଼ିକ ବନ୍ଦ କରାଯିବ। ଆସନ୍ତାକାଲି ସକାଳ ୯ଟା ଯାଏ ୮ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି)  ପ୍ରଦୀପ ଜେନା ଆଜି  ସୂଚନା ଦେଇଛନ୍ତି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ତେଲ୍ ନଦୀ ଚିନ୍ତା ବଢ଼ାଇଛି। ଛତିଶଗଡ଼ରେ ବର୍ଷା ହେଉଥିବା ବେଳେ ହୀରାକୁଦ ତଳ ମୁଣ୍ଡରେ ମହାନଦୀ ପାଣିରେ ତେଲ୍ ନଦୀର ପାଣି ଆସି ମିଶୁଥିବାରୁ ଚିନ୍ତା ବଢ଼ିଛି। ଗତକାଲି ସୁଦ୍ଧା ତେଲ ନଦୀରୁ ଦେଢ଼ ଲକ୍ଷ କ୍ୟୁସେକ ଜଳ ମହାନଦୀରେ ମିଶୁଥିଲା। କିନ୍ତୁ ଆଜି ତାହା ୫ ଲକ୍ଷ କ୍ୟୁସେକ ହୋଇସାରିଲାଣି। ଉପରମୁଣ୍ଡରୁ ୯ ଲକ୍ଷ କ୍ୟୁସେକ ଜଳ ଆସୁଥିବା ବେଳେ ତେଲ ନଦୀର ଏହି ୫ ଲକ୍ଷ କ୍ୟୁସେକ ଜଳ ଚିନ୍ତା ବଢ଼ାଇଛି। କାରଣ ଏସବୁ ପାଣି ମିଶିଗଲେ ପ୍ରବଳ ବନ୍ୟା ହୋଇପାରେ। ପ୍ରବଳ ବନ୍ୟାକୁ ଏଡ଼ାଇବାକୁ ହୀରାକୁଦ ଡ୍ୟାମର ୮ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ଏସ୍‌ଆର୍‌ସି କହିଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନର ଆହୁରି କହିଛନ୍ତି, ୮ଟି ଗେଟ୍ ବନ୍ଦ କରିଦେଲେ ପ୍ରାୟ ୧.୨୦ ଲକ୍ଷ କ୍ୟୁସେକ୍ କମିଯିବ। କାଲି ସକାଳ ୯ଟା ଯାଏ ୮ଟି ଗେଟ୍ ବନ୍ଦ କରି ଆମେ ସ୍ଥିତି ଦେଖିବୁ। ଏବେ ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୧ ଫୁଟ୍ ପାଖାପାଖି ରହିଛି। ୮ଟି ଗେଟ୍ ବନ୍ଦ କରିଦେଲେ ମୁଣ୍ଡଳିରେ ୧୦.୫/୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ନହେଲେ ୧୨.୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ଏବେ ମୁଣ୍ଡଳିରେ ୯.୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆସନ୍ତକାଲି ସଂଧ୍ୟା ବେଳକୁ ମୁଣ୍ଡଳିକୁ ୧୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରିପାରେ ବୋଲି ଏସ୍‌ଆରସି କହିଛନ୍ତି।

ହୀରାକୁଦ ଜଳସ୍ତର ବଢ଼ିବା ସତ୍ତ୍ୱେ ଗେଟ୍ ବନ୍ଦ ନିଷ୍ପତ୍ତି ପଛରେ ଛତିଶଗଡ଼ର କୌଣସି ସମ୍ପର୍କ ନାହିଁ ବୋଲି ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି। ସେ କହିଛନ୍ତି, ଗେଟ୍ ବନ୍ଦ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଟେକ୍ନିକାଲ। ଏହା ପ୍ରଶାସନିକ ନିଷ୍ପତ୍ତି ନୁହେଁ। ଗେଟ୍ ବନ୍ଦ ହେଲେ ଏହାର ପ୍ରଭାବ ୮ରୁ ୯ ଘଣ୍ଟା ପରେ ପଡ଼ିବ।

ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଆଜି ସକାଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଏସ୍‌ଆରସି ପ୍ରଦୀପ ଜେନା ସ୍ଥିତି ସମୀକ୍ଷା କରିଥିଲେ। ଏହି ବୈଠକରେ ଜଳସଂପଦ ଓ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story