ହୀରାକୁଦ ଡ୍ୟାମ ଅଣ୍ଡର ୱାଟର ସର୍ଭେ ଶେଷ

ସମ୍ବଲପୁର: ହୀରାକୁଦ ଡ୍ୟାମର ସୁରକ୍ଷା ଓ ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ ପାଇଁ  ଗତ ୭ ତାରିଖରୁ  ଆରମ୍ଭ ହୋଇଥିବା ଅଣ୍ଡର ୱାଟର ସର୍ଭେ କାର୍ଯ୍ୟ  ଆଜି ଶେଷ ହୋଇଛି। ମୋଟ  ୬୪ଟି ସ୍ଲୁଇସ ଗେଟ୍ ମଧ୍ୟରୁ ଅବଶିଷ୍ଟ ୨ଟିର ସ୍କାନିଂ କାମ ଆଜି କରାଯାଇଥିଲା। କେନ୍ଦ୍ରୀୟ ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ୩ଜଣ ବିଶେଷଜ୍ଞ ଏହି କାର୍ଯ୍ୟ କରୁଥିଲେ। ୧୯ ତାରିଖ ସୁଦ୍ଧା ଡ୍ୟାମର ବାମ ପାର୍ଶ୍ୱରେ ଥିବା ମୋଟ ୪୦ଟି ସ୍ଲୁଇସ ଗେଟର ସର୍ଭେ କରାଯାଇ […]

25oriHIRAKUD2_

25oriHIRAKUD2_

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 01:57 PM IST

Sports

Latest News

ସମ୍ବଲପୁର: ହୀରାକୁଦ ଡ୍ୟାମର ସୁରକ୍ଷା ଓ ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ ପାଇଁ  ଗତ ୭ ତାରିଖରୁ  ଆରମ୍ଭ ହୋଇଥିବା ଅଣ୍ଡର ୱାଟର ସର୍ଭେ କାର୍ଯ୍ୟ  ଆଜି ଶେଷ ହୋଇଛି। ମୋଟ  ୬୪ଟି ସ୍ଲୁଇସ ଗେଟ୍ ମଧ୍ୟରୁ ଅବଶିଷ୍ଟ ୨ଟିର ସ୍କାନିଂ କାମ ଆଜି କରାଯାଇଥିଲା। କେନ୍ଦ୍ରୀୟ ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ୩ଜଣ ବିଶେଷଜ୍ଞ ଏହି କାର୍ଯ୍ୟ କରୁଥିଲେ। ୧୯ ତାରିଖ ସୁଦ୍ଧା ଡ୍ୟାମର ବାମ ପାର୍ଶ୍ୱରେ ଥିବା ମୋଟ ୪୦ଟି ସ୍ଲୁଇସ ଗେଟର ସର୍ଭେ କରାଯାଇ ସ୍କାନ କରାସରିଥିଲା। ୨୧ ତାରିଖରେ ଡ୍ୟାମର ଦକ୍ଷିଣ ସ୍ପିଲୱେରେ ଥିବା ୨୪ଟି ସ୍ଲୁଇସ ଗେଟ  ଅଞ୍ଚଳରେ ଅଣ୍ଡର ୱାଟର ସ୍କାନ କରାଯାଇଥିଲା। ତେବେ ସର୍ଭେରୁ ଏପର୍ଯ୍ୟନ୍ତ କୌଣସି କିଛି ବଡ ଧରଣର ଫାଟ ବା ଗାତ ଥିବାର ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story