ହୀରାକୁଦରେ ଜଳସ୍ତର ବଢୁଛି ; ଗୋଟିଏ ଗେଟ୍‌ ଖୋଲିଛି

ସମ୍ବଲପୁର: ହୀରାକୁଦ ବନ୍ଧରେ ଜଳସ୍ତର ବଢୁଛି। ଗୋଟିଏ ଗେଟ୍‌ ଦେଇ ଜଳ ନିଷ୍କାସନ  ହେଉଛି। ଆଉ ଗୋଟିଏ ଖୋଲିବ। ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ହୀରାକୁଦରେ ସବୋର୍ଚ୍ଚ ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା  ବେଳେ ଏବେ ଜଳସ୍ତର ୬୩୦.୧୭ଫୁଟ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।