ହୀରାକୁଦ ଜଳ ଭଣ୍ଡାରରୁ ନାବାଳିକା ଉଦ୍ଧାର

ଲଖନପୁର: ଆଜି ସକାଳେ ହୀରାକୁଦ ଜଳ ଭଣ୍ଡାରରୁ ଦୁଇ ଜଣ ମତ୍ସ୍ୟଜୀବୀ ଜଣେ ନାବାଳିକାକୁ ଉଦ୍ଧାର କରି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ସମ୍ପୃକ୍ତ ନାବାଳିକାକୁ ଲଖନପୁର ଡାକ୍ତରଖାନାରେ ଭର୍ତ୍ତି କରିଛି।

ଗତକାଲି ଛତିଶଗଡ଼ ରାଜ୍ୟର ସାଂରଗଡ଼ ଅଞ୍ଚଳର ଗୋଟିଏ ପରିବାର ପ୍ରସିଦ୍ଧ ଚନ୍ଦ୍ରବାହିନୀ ଶକ୍ତି ପୀଠକୁ ବୁଲିବା ପାଇଁ ଆସିଥିଲେ। ଏହି ସମୟରେ ମହାନଦୀରେ ନାବାଳିକାର ଗୋଡ଼ ଖସି ଯାଇଥିବାରୁ ସେ ଭାସି ଯାଇଥିଲା।

ଆଜି ସକାଳେ ରେଙ୍ଗାଲି ଥାନା କୁଖମେଲ ଗାଁର ଦୁଇ ଜଣ ମତ୍ସ୍ୟଜୀବୀ ହୀରାକୁଦ ଜଳ ଭଣ୍ଡାରକୁ ମାଛ ଧରିବାକୁ ଯାଇଥିବା ବେଳେ ନାବାଳିକାକୁ ଦେଖି ଉଦ୍ଧାର କରିଥିଲେ। ଆଶ୍ଚର୍ଯ୍ୟର ବିଷୟ ୫୦ କିମି ଦୂରରୁ ନାବାଳିକା ଜଣକ ଭାସି ଆସିଥିଲେ ମଧ୍ୟ ସେ ଜୀବିତ ଅଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ ତିଆରି ହେବ ସିଙ୍ଗାପୁର, ହଂକଂ ପରି ଅଟ୍ଟାଳିକା!

କରୋନା ରୋଗୀ ପିଛା ଦୈନିକ ସର୍ବାଧିକ ଖର୍ଚ୍ଚ ହେଉଛି ୧୮ ହଜାର ଟଙ୍କା

ଦେଢ଼ ବର୍ଷର ପୁଅକୁ କଚାଡ଼ି ମାରିଦେଲା ବାପା!

ଭୁବନେଶ୍ୱରରୁ ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୯୯ ଲୋକାଲ୍‌ କେସ

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ସ୍ଥାନ ପାଇଲା ଓଡ଼ିଆ

‘ଗଞ୍ଜାମରେ କମୁଛି କରୋନା ସଂକ୍ରମଣ’

ଆଦିତ୍ୟ ମୃତ୍ୟୁର ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ

‘କେସ ପଛେ ଖାଇବୁ, ନିଶ୍ଚିତ ଗଣେଶ ପୂଜା କରିବୁ’

B-tech ଛାତ୍ର ବାଇକ୍‌ ଚୋରି କରୁଥିଲା, ସିସିଟିଭି ଦେଖି ଧରିଲା ପୁଲିସ

ଏଣିକି ୮ଟି ଗୃହ ଥିବା ଅଟ୍ଟାଳିକାକୁ କୁହାଯିବ ଆପାର୍ଟମେଣ୍ଟ

ଚଣ୍ଡିଖୋଲ ବଜାରରେ ଲାଗୁ ହେଲା କଣ୍ଟେନମେଣ୍ଟ କଟକଣା

ରାଉରକେଲା ସ୍ୱତନ୍ତ୍ର ଜେଲ୍‌ ଏବେ କରୋନା ହଟସ୍ପଟ; ପୁଣି ବାହାରିଲେ ୫୪ ପଜିଟିଭ