ହୀରାକୁଦ ଡ୍ୟାମ୍‌ରେ ଅଣ୍ଡର ୱାଟର ସର୍ଭେ କାମ ଆରମ୍ଭ

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ସୁରକ୍ଷା ଓ ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ ପାଇଁ ଆଜିଠୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଅଣ୍ଡର ୱାଟର ସର୍ଭେ କାମ। ଏଥର ପାୱାର ଡ୍ୟାମ୍ ଉପର ମୁଣ୍ଡରେ ସର୍ଭେ କାମ କରାଯାଉଛି। କେନ୍ଦ୍ରୀୟ ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ୨ ଜଣ ବିଶେଷଜ୍ଞ ଏହି କାମ ଆରମ୍ଭ କରିଛନ୍ତି। ସର୍ଭେ କାମ ସାରିବା ପାଇଁ ପ୍ରାୟ ୨୦ ରୁ ୨୫ ଦିନ ସମୟ ଲାଗିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ କହିଛନ୍ତି। ପୂର୍ବରୁ ଗତ […]

hirakud

hirakud

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 02:37 PM IST

Sports

Latest News

hirakud1ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ସୁରକ୍ଷା ଓ ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ ପାଇଁ ଆଜିଠୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଅଣ୍ଡର ୱାଟର ସର୍ଭେ କାମ। ଏଥର ପାୱାର ଡ୍ୟାମ୍ ଉପର ମୁଣ୍ଡରେ ସର୍ଭେ କାମ କରାଯାଉଛି। କେନ୍ଦ୍ରୀୟ ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ୨ ଜଣ ବିଶେଷଜ୍ଞ ଏହି କାମ ଆରମ୍ଭ କରିଛନ୍ତି। ସର୍ଭେ କାମ ସାରିବା ପାଇଁ ପ୍ରାୟ ୨୦ ରୁ ୨୫ ଦିନ ସମୟ ଲାଗିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ କହିଛନ୍ତି।

ପୂର୍ବରୁ ଗତ ବର୍ଷ ଡିସେମ୍ୱର ମାସ ୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଡ୍ୟାମର ବାମ ଓ ଦକ୍ଷିଣ ସ୍ପିଲ୍ ୱେରେ ସର୍ଭେ କାମ ହୋଇଥିଲା।

ସେଣ୍ଟ୍ରାଲ୍ ସଏଲ୍ ଆଣ୍ଡ୍ ମିନେରାଲ୍ ରିସର୍ଚ୍ଚ ଷ୍ଟେସନ୍ (ସିଏସ୍‌ଏମ୍‌ଆର୍‌ଏସ୍)ର ଇଜିଂନିୟରିଂ ଜିଓ ଫିଜିକ୍ସର ବିଭାଗର ମୁଖ୍ୟ ଡ. ଆଲେକ୍ସ ଭର୍ଗିସଙ୍କ ତତ୍ତ୍ୱାବଧାନରେ ସର୍ଭେ କାମ କରାଯାଉଛି। ରିମୋଟ୍ ଅପରେଟେଡ୍ ଭେହିକିଲ୍ ବା ଆର୍‌ଓଭି ସହାୟତାରେ ଏହି ସର୍ଭେ କାମ କରାଯାଉଛି। ଉଚ୍ଚ କ୍ଷମତା ସମ୍ପନ୍ନ ଅତ୍ୟାଧୁନିକ ଅଣ୍ଡର ୱାଟର କ୍ୟାମେରା ଖଂଜା ଯାଇଥିବା ଆର.ଓ.ଭିଟି ଡ୍ୟାମରେ ବୁଡ଼ି ଏହାର ବିଭିନ୍ନ ଅଂଶର ଭିଡିଓ ଚିତ୍ର ଉତ୍ତୋଳନ କରିବା ସହ ସ୍କାନିଂ ମଧ୍ୟ କରୁଛି। ଡ୍ୟାମ୍ ଉପରେ ଏକ ସ୍ୱତନ୍ତ୍ର ଗାଡ଼ି ଭିତରେ ଥିବା କଣ୍ଟ୍ରୋଲ ୟୁନିଟରୁ ରହି ବିଶେଷଜ୍ଞ ଟିମ୍ ରିମୋଟ୍ ଜରିଆରେ ମେସିନ୍‌ର ପରିଚାଳନା କରୁଛନ୍ତି।

ହୀରାକୁଦ ଡ୍ୟାମ୍‌ର ନିର୍ବାହୀ ଯନ୍ତ୍ରୀ ଯଶୋବନ୍ତ ପରିଡ଼ା କହିଛନ୍ତି,“ଯଦି ଡ୍ୟାମ୍‌ର କୌଣସି ସ୍ଥାନରେ କିଛି ସମସ୍ୟା ଥିବ ବା ଦୁର୍ବଳ ହୋଇଯାଇଥିବ ଅଥବା ଫାଟ ରହିଥିବ, ତା’ହେଲେ ଭିଡିଓ ଚିତ୍ରରୁ ସହଜରେ ଜାଣି ହେବ। ସର୍ଭେ ସରିବା ପରେ ଜଳ ସମ୍ପଦ ବିଭାଗକୁ ରିପୋର୍ଟ ପଠାଯିବ।”

ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୯୯୦ ମସିହାରେ ଏଭଳି ଅଣ୍ଡର ୱାଟର ସର୍ଭେ କରାଯାଇଥିଲା। ସେତେବେଳେ ଅଭିଜ୍ଞ ବୁଡ଼ାଳୀମାନଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story