ହାଇଟେକ୍ ମେଡିକାଲ୍ କଲେଜ ନାମଲେଖା ବିବାଦ: ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲା ଓଜେଇଇ, ନାମଲେଖାରେ ଉଲ୍ଲଂଘନ ହୋଇଛି ନିୟମ

ଭୁବନେଶ୍ୱର: ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜ ନାମଲେଖା ବିବାଦ ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି ଓଜେଇଇ। ଓଜେଇଇ କର୍ତ୍ତୃପକ୍ଷ ରାଜ୍ୟ କାରିଗରି କୌଶଳ ଓ ବୈଷୟିକ ଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରିଛନ୍ତି। ‘ଓଟିଭି’କୁ ମିଳିଥିବା ସୁଚନା ଅନୁସାରେ ହାଇଟେକ୍ କର୍ତ୍ତୃପକ୍ଷ ଆଡମିଶନ୍ ବେଳେ ନିୟମ ଉଲ୍ଲଂଘନ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ରିପୋର୍ଟ ଆଧାରରେ ଏବେ ଆଇନ ବିଭାଗର ପରାମର୍ଶ ଲୋଡିଛି କାରିଗରି କୌଶଳ ଓ ବୈଷୟିକ ଶିକ୍ଷା ବିଭାଗ।  ତେବେ ରାଉରକେଲା […]

hitech-medical-collage-roulkela

hitech-medical-collage-roulkela

Rakesh Mallick
  • Published: Monday, 19 October 2015
  • Updated: 19 October 2015, 02:59 PM IST

Sports

Latest News

hitech-medical-collage-roulkelaଭୁବନେଶ୍ୱର: ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜ ନାମଲେଖା ବିବାଦ ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି ଓଜେଇଇ। ଓଜେଇଇ କର୍ତ୍ତୃପକ୍ଷ ରାଜ୍ୟ କାରିଗରି କୌଶଳ ଓ ବୈଷୟିକ ଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରିଛନ୍ତି। ‘ଓଟିଭି’କୁ ମିଳିଥିବା ସୁଚନା ଅନୁସାରେ ହାଇଟେକ୍ କର୍ତ୍ତୃପକ୍ଷ ଆଡମିଶନ୍ ବେଳେ ନିୟମ ଉଲ୍ଲଂଘନ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ରିପୋର୍ଟ ଆଧାରରେ ଏବେ ଆଇନ ବିଭାଗର ପରାମର୍ଶ ଲୋଡିଛି କାରିଗରି କୌଶଳ ଓ ବୈଷୟିକ ଶିକ୍ଷା ବିଭାଗ।  ତେବେ ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜ୍ ଆଡମିଶନ୍ ବିବାଦରେ ରାଜ୍ୟ ସରକାରଙ୍କର ଆଭିମୁଖ୍ୟ କ’ଣ ରହିବ ସେନେଇ ଚାଲିଛି ଆଲୋଚନା। ସରକାର ସୁପ୍ରିମକୋର୍ଟ ଯିବେ ନା ନାହିଁ ସେନେଇ ଆରମ୍ଭ ହୋଇଛି ଆଇନଗତ ତର୍ଜମା।

ଅଭିଯୋଗ ଅନୁସାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଆଇପିଏମଟି ରାଙ୍କ ପାଇଥିବା ଛାତ୍ରଛାତ୍ରୀଙ୍କୁ ଆଡମିଶନ୍ ନ ଦେଇ ନିଜେ ଏଣ୍ଟ୍ରାନସ କରି ଆଡମିଶନ ଦେଇଥିଲେ ହାଇଟେକ୍ ମେଡିକାଲ୍ କଲେଜ କର୍ତ୍ତୃପକ୍ଷ। ଅଭିଯୋଗ ଆସିବା ପରେ ଓଜେଇ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଥିଲେ ସରକାର।

ଆବଶ୍ୟକୀୟ ଭିତ୍ତିଭୂମୀ ନ ଥିବା ଦର୍ଶାଇ ରାଉରକେଲା ହାଇଟେକ୍ ମେଡିକାଲ କଲେଜରେ ଚଳିତ ବର୍ଷ ନାମଲେଖା ପାଇଁ ଅନୁମତି ଦେଇ ନ ଥିଲା ମେଡିକାଲ କାଉନସିଲ୍ ଅଫ ଇଣ୍ଡିଆ (ଏମସିଆଇ)। ତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଲେଜ କର୍ତ୍ତୃପକ୍ଷ। ହାଇକୋର୍ଟ ନାମଲେଖା ପାଇଁ ଅନୁମତି ଦେବାକୁ ଏମସିଆଇକୁ କହିଥିଲେ। ଅନୁଷ୍ଠାନ ଓଜେଇଇ ଆଇନ ଅନୁସାରେ ପଦକ୍ଷେପ ନେଇପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ।

ଅନ୍ୟପକ୍ଷରେ କିଛି ଦିନ  ପୂର୍ବରୁ ହାଇଟେକ୍ ମେଡିକାଲ୍ କଲେଜର ଚେୟାରମ୍ୟାନ ତିରୁପତି ପାଣିଗ୍ରାହୀ କହିଥିଲେ ଯେ ନିୟମ ଅନୁସାରେ ହିଁ ନାମଲେଖା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story