ଓ୍ୱାର୍ଲଡ ହକି ଲିଗ୍ ଫାଇନାଲ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଓ୍ୱାର୍ଲଡ ହକି ଲିଗ୍ ଫାଇନାଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷଣା ହୋଇଛି କାର୍ଯ୍ୟସୂଚୀ। ଡିସେମ୍ବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ସମେତ ବିଶ୍ୱର ଟପ୍ ୮ଟି ଦଳ ଭାଗ ନେବେ। ଏହି ଟିମ୍‌ ଗୁଡ଼ିକୁ ଦୁଇଟି ପୁଲ୍‌ରେ ବିଭକ୍ତ  କରାଯାଇଛି। ପୁଲ୍‌-ଏରେ ଅଲିମ୍ପିକ୍ସ ଚାମ୍ପିୟନ୍ ଆର୍ଜେଣ୍ଟିନା ସହ ନେଦଲାଣ୍ଡ, ବେଲଜିୟମ୍ ଓ ସ୍ପେନ୍ ଥିବା ବେଳେ […]

Rakesh Mallick
  • Published: Thursday, 07 September 2017
  • Updated: 07 September 2017, 09:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଓ୍ୱାର୍ଲଡ ହକି ଲିଗ୍ ଫାଇନାଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷଣା ହୋଇଛି କାର୍ଯ୍ୟସୂଚୀ। ଡିସେମ୍ବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ସମେତ ବିଶ୍ୱର ଟପ୍ ୮ଟି ଦଳ ଭାଗ ନେବେ। ଏହି ଟିମ୍‌ ଗୁଡ଼ିକୁ ଦୁଇଟି ପୁଲ୍‌ରେ ବିଭକ୍ତ  କରାଯାଇଛି। ପୁଲ୍‌-ଏରେ ଅଲିମ୍ପିକ୍ସ ଚାମ୍ପିୟନ୍ ଆର୍ଜେଣ୍ଟିନା ସହ ନେଦଲାଣ୍ଡ, ବେଲଜିୟମ୍ ଓ ସ୍ପେନ୍ ଥିବା ବେଳେ ପୁଲ୍-ବିରେ ଆୟୋଜକ ଭାରତ ସହ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ଜର୍ମାନୀ ଓ ଇଂଲଣ୍ଡ ରହିଛନ୍ତି। ଡିସେମ୍ବର ୧ ତାରିଖ ଅପରାହ୍ନ ୪ଟା ୪୫ ମିନିଟରେ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଏହାପରେ ସାଢେ ୭ଟାରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଡିସେମ୍ୱର ୧୦ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story