ଦୁଃଖ ଦେଇଗଲା ହୋଲି: ଗାଧୋଇବା ବେଳେ ଚାଲିଗଲା ଜୀବନ

ବ୍ରହ୍ମପୁର/କଟକ(ଓଡ଼ିଶା ରିପୋର୍ଟର): ଆଜି ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଛି। କିନ୍ତୁ ଏହା ଭିତରେ ଏକ ଦୁଃଖଦ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ହୋଲି ଖେଳ ପରେ ଗାଧୋଇବା ବେଳେ ଦୁଇ ଜଣ ବୁଡ଼ି ଯାଇଛନ୍ତି। ଅନ୍ୟ ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି। ଏପରି ଦୁଃଖଦ ଘଟଣା ରେଶମ ସହର ବ୍ରହ୍ମପୁର ଓ କଟକରେ ଘଟିଛି। ହୋଲି ଖେଳ ସରିବା ପରେ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି. ସିଦ୍ଧାନ୍ତ ପାତ୍ରଙ୍କ ସମେତ ୧୯ ଜଣ ଗୋପାଳପୁର […]

Gopalpur-seabeach

Gopalpur-seabeach

Rakesh Mallick
  • Published: Friday, 02 March 2018
  • Updated: 02 March 2018, 05:42 PM IST

Sports

Latest News

ବ୍ରହ୍ମପୁର/କଟକ(ଓଡ଼ିଶା ରିପୋର୍ଟର): ଆଜି ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଛି। କିନ୍ତୁ ଏହା ଭିତରେ ଏକ ଦୁଃଖଦ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ହୋଲି ଖେଳ ପରେ ଗାଧୋଇବା ବେଳେ ଦୁଇ ଜଣ ବୁଡ଼ି ଯାଇଛନ୍ତି। ଅନ୍ୟ ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି। ଏପରି ଦୁଃଖଦ ଘଟଣା ରେଶମ ସହର ବ୍ରହ୍ମପୁର ଓ କଟକରେ ଘଟିଛି।

ହୋଲି ଖେଳ ସରିବା ପରେ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି. ସିଦ୍ଧାନ୍ତ ପାତ୍ରଙ୍କ ସମେତ ୧୯ ଜଣ ଗୋପାଳପୁର ହରିପୁର ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସମୁଦ୍ର ଢେଉରେ ୪ ଜଣ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ପି. ସିଦ୍ଧାନ୍ତ ପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଦୁଇ ଜଣଙ୍କ ସମ୍ପର୍କରେ ପର୍ତ୍ତା ମିଳିପାରୁ ନାହିଁ। ଆଉ ଜଣଙ୍କୁ ଜିବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ବେଳାଭୂମିରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।

ସୂଚନାରୁ ପ୍ରକାଶ, ହୋଲି ସମୟରେ ଯେପରି କୌଣସି ଅଘଟଣ ଘଟିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇ ଗୋପାଳପୁର ବେଳାଭୂମିରେ ପର୍ଯ୍ୟନ୍ତ ପରିମାଣରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତେବେ ସିଦ୍ଧାର୍ଥ ଓ ତାଙ୍କ ସାଙ୍ଗମାନେ ଗୋପାଳପୁର ପରିବର୍ତ୍ତେ ହରିପୁର ଘାଟରେ ଗାଧୋଇବାକୁ ଯାଇଥିଲେ। ଯାହାଫଳରେ ଆଜି ଏପରି ଘଟଣା ଘଟିଛି।

ସେହିପରି କଟକ ମହାନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କୁଶପଙ୍ଗୀ ଗାଁର ରାଜା ସ୍ୱାଇଁ ହୋଲି ଖେଳ ସାରି ଗାଧୋଇବା ପାଇଁ ମହାନଦୀର ବାଙ୍କି କାଳିକାପ୍ରସାଦ ଘାଟକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story