ନବୀନଙ୍କୁ ପ୍ରଶଂସା କଲେ ରାଜନାଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ।  ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜନାଥ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଜି ସନ୍ଧ୍ୟାରେ ଟେଲିଫୋନ୍ ଯୋଗେ ଦୁଇ ନେତା ଆଲୋଚନା କରିଥିଲେ। ରାଜ୍ୟରେ ମାଓ ନିୟନ୍ତ୍ରଣ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଗତକାଲିର ଏନ୍‌କାଉଣ୍ଟରକୁ ରାଜନାଥ ଉଚ୍ଚ ପ୍ରଶଂସା କରିଥିବା ସୂଚନା ମିଳିଛି। ବଲାଙ୍ଗିରର ଡୁଡୁକାମାଲ୍ ଏବଂ କନ୍ଧମାଳର ସୁଡ୍ରୁକୁମ୍ପା ଅଞ୍ଚଳରେ ୪୮ […]

navin

navin

Rakesh Mallick
  • Published: Monday, 14 May 2018
  • Updated: 14 May 2018, 09:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ।  ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜନାଥ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଜି ସନ୍ଧ୍ୟାରେ ଟେଲିଫୋନ୍ ଯୋଗେ ଦୁଇ ନେତା ଆଲୋଚନା କରିଥିଲେ। ରାଜ୍ୟରେ ମାଓ ନିୟନ୍ତ୍ରଣ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଗତକାଲିର ଏନ୍‌କାଉଣ୍ଟରକୁ ରାଜନାଥ ଉଚ୍ଚ ପ୍ରଶଂସା କରିଥିବା ସୂଚନା ମିଳିଛି।

ବଲାଙ୍ଗିରର ଡୁଡୁକାମାଲ୍ ଏବଂ କନ୍ଧମାଳର ସୁଡ୍ରୁକୁମ୍ପା ଅଞ୍ଚଳରେ ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ଧରଣର ଅପରେସନ୍ ହୋଇଥିଲା ଯାହା ଲାଲ୍ ଶିବିରକୁ ଦୋହଲାଇ ଦେଇଛି। ଏସ୍ଓଜି ଏବଂ ଡିଭିଏଫ୍ର ଆଖିବୁଜା ଗୁଳିମାଡ଼ରେ ଗଡ଼ିଛି ସାତଟି ଲାଲ୍ ମୁଣ୍ଡ। ମୃତକଙ୍କ ମଧ୍ୟରୁ ବିବିଏମ୍ ଏବଂ କେକେବିଏନର ଜଣେ ଲେଖାଏଁ ଡିଭିଜନାଲ ଓ କେକେବିଏନ୍‌ ଜଣେ ଏରିଆ କମିଟି ମେମ୍ବର। ଏହି ୨ ଡିଭିଜନାଲ୍ କମିଟି ମେମ୍ବରଙ୍କ ମୁଣ୍ଡ ପିଛା ୫ଲକ୍ଷ ଏବଂ ଜଣେ ଏରିଆ କମିଟି ମେମ୍ବରଙ୍କ ମୁଣ୍ଡ ପିଛା ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଆଉ ସମସ୍ତଙ୍କ ଠାରୁ ଜବତ ହୋଇଛି AK-47, ଇନ୍ସାସ୍ ରାଇଫଲ୍ ସହ ବହୁ ମାରଣାସ୍ତ୍ର ଏବଂ ମାଓ ସାମଗ୍ରୀ। ଏହି ଅପରେସନରେ ଅନେକ ମାଓବାଦୀ ଆହତ ଅବସ୍ଥାରେ ଜଙ୍ଗଲ ଭିତରକୁ ଚାଲିଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଆଗକୁ ମାଓ ଦମନ ଅପରେସନକୁ ଜୋରଦାର କରିବା ପାଇଁ ପଡ଼ୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଝାଡ଼ଖଣ୍ଡ ସହ ସମନ୍ୱୟ ରକ୍ଷା କରାଯିବ ବୋଲି କହିଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। କୋରାପୁଟ, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ାରେ ଗୁଇନ୍ଦା ନେଟ୍‌ୱର୍କକୁ ଆହୁରି ବ୍ୟାପକ କରି ମାଓ ମୁକାବିଲା ଜାରି ରଖାଯିବ ବୋଲି ସେ କହିଛନ୍ତି।

ଗତ ୪୮ ଘଣ୍ଟାର ଅପରେସନ୍‌ରେ କେନ୍ଦ୍ରୀୟ ଫୋର୍ସ ନୁହେଁ, ବରଂ ଡିଭିଏଫ୍ ଓ ଏସ୍ଓଜି ଯବାନ ସାମଲି ଥିବାରୁ ଏହା ଓଡ଼ିଶା ପୋଲିସ୍‌କୁ ଆହୁରି ଅନୁରୂପ ଅପରେସନ୍ ପାଇଁ ବାଟ କଢ଼ାଇବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story