ଡାକ୍ତରଖାନାରେ ତାଲା: ପ୍ରସୂତିଙ୍କୁ ମିଳିଲାନି ଚିକିତ୍ସା, ନବଜାତର ମୃତ୍ୟୁ

ଆଠଗଡ଼(ନୀଳକଣ୍ଠ ଦୋରା): ସରକାର ଯୋଜନା ପରେ ଯୋଜନା କରି ବାଃବାଃ ନେଉଛନ୍ତି। ହେଲେ କେଉଁଠି ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ହେଉଛନ୍ତି ତ କେଉଁଠି ଡାକ୍ତରଖାନା ବନ୍ଦ ରହିବା ଯୋଗୁ ରୋଗୀଙ୍କର ଚିକିତ୍ସା ହେଇପାରୁନାହିଁ। ଫଳରେ ରୋଗୀର ମୃତ୍ୟୁ ଘଟୁଛି। ଏଭଳି ଅଭିଯୋଗ ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ଜିଲ୍ଲାରୁ ଆସୁଛି। ଆଜି ପୁଣି ଏମିତି ଏକ ଖବର ଆସିଛି କଟକ ଜିଲ୍ଲାର ଆଠଗଡ଼ରୁ। ଖମାର ନୂଆଗାଁର କୁନି ମହାରଣାଙ୍କର ଆଜି ସକାଳେ ପ୍ରସବ ଯନ୍ତ୍ରଣା […]

8888.jpg000000

8888.jpg000000

Tapaswini Nayak
  • Published: Sunday, 01 September 2019
  • Updated: 01 September 2019, 03:20 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ସରକାର ଯୋଜନା ପରେ ଯୋଜନା କରି ବାଃବାଃ ନେଉଛନ୍ତି। ହେଲେ କେଉଁଠି ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ହେଉଛନ୍ତି ତ କେଉଁଠି ଡାକ୍ତରଖାନା ବନ୍ଦ ରହିବା ଯୋଗୁ ରୋଗୀଙ୍କର ଚିକିତ୍ସା ହେଇପାରୁନାହିଁ। ଫଳରେ ରୋଗୀର ମୃତ୍ୟୁ ଘଟୁଛି। ଏଭଳି ଅଭିଯୋଗ ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ଜିଲ୍ଲାରୁ ଆସୁଛି। ଆଜି ପୁଣି ଏମିତି ଏକ ଖବର ଆସିଛି କଟକ ଜିଲ୍ଲାର ଆଠଗଡ଼ରୁ।

ଖମାର ନୂଆଗାଁର କୁନି ମହାରଣାଙ୍କର ଆଜି ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ। ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଡାକ୍ତରଖାନାରେ ତାଲା ଝୁଲୁଥିଲା। ଶେଷରେ କୁନି ଡାକ୍ତରଖାନା ବାହାରେ ପ୍ରସବ କରିଥିଲେ। ହେଲେ ସଂପୂର୍ଣ୍ଣ ଭାବେ ଶିଶୁଟିକୁ ପ୍ରସବ କରିପାରିନଥିଲେ।

ପରେ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଡାକି କୁନିଙ୍କୁ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ କୁନିଙ୍କ ଜୀବନ ବଞ୍ଚିଯାଇଥିଲା । ହେଲେ ନବଜାତ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ।

କୁନିଙ୍କ ସ୍ୱାମୀ କହିଛନ୍ତି, “ଗତକାଲି ଆମେ ଚେକ୍‌ଅପ୍‌ ପାଇଁ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଥିଲୁ। ସେଠାରେ ଡାକ୍ତର ମୋ ସ୍ତ୍ରୀର ଚେକ୍‌ଅପ୍‌ କରିଥିଲେ। ‘ପ୍ରସବ କରିବାର ସମୟ ହୋଇନାହିଁ। ଆହୁରି ସମୟ ଅଛି। ତୁମେ ଅଲଟ୍ରାସାଉଣ୍ଟ କର’ ବୋଲି ଡାକ୍ତର କହିଥିଲେ। ହେଲେ ଆଜି ସକାଳେ ତାର ପ୍ରସବ ଯନ୍ତ୍ରଣା ହୋଇଥିଲା। ଆମେ ତାଙ୍କୁ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲୁ। ଡାକ୍ତରଖାନାରେ ତାଲା ଝୁଲୁଥିଲା। ତା’ପରେ ଆମେ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲୁ। ସେଠାରେ ଶିଶୁଟି ମରିଯାଇଥିବା ଡାକ୍ତର କହିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story