ହୋଟେଲ୍ ମେ ଫେୟାରରେ ଚାଲିଛି ‘ଓରିଏଣ୍ଟାଲ୍ ଫୁଡ୍ ଫେଷ୍ଟିଭାଲ୍’

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହୋଟେଲ୍ ମେ ଫେୟାର ଲାଗୁନ୍ ଲେମନ୍ ଗ୍ରାସରେ ଆରମ୍ଭ ହୋଇଛି ‘ଓରିଏଣ୍ଟାଲ୍ ଫୁଡ୍ ଫେଷ୍ଟିଭାଲ’। ରିୟଲ୍ ଚାଇନିଜ୍ ଟେଷ୍ଟି ସହ ୬୦ଟି ଭେରାଇଟିର କ୍ୟୁଜିନ୍, ଡେଜର୍ଟ ଆଦି ବ୍ୟଞ୍ଜନ ରହିଛି। ସାଉଥ୍ ଇଷ୍ଟ ଏସିଆନର ଟ୍ରାଡିସନାଲ୍ ଫୁଡ୍ ସମ୍ ଟାମ୍ ସାଲାଡ, ଟମ୍ ୟୁମ୍ ସୁପ୍, ଫାଡ୍ ଥାଇ ନୁଡୁଲ୍ସ, ଚାରକୋଲ୍ ଗ୍ରୀଲଡ ପ୍ରନ୍, ଭିଏତନାମିଜ୍ ଚିକେନ୍ ଆଣ୍ଡ ମାର୍ଟ୍ଟବ୍ୟାକ୍ ଗ୍ରୀଲଡ ଚିକେନ୍ ଆଦି ମେନ୍ୟୁ ରହିଛି। ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ଏହି […]

bhu

bhu

Rakesh Mallick
  • Published: Sunday, 06 December 2015
  • Updated: 06 December 2015, 03:37 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହୋଟେଲ୍ ମେ ଫେୟାର ଲାଗୁନ୍ ଲେମନ୍ ଗ୍ରାସରେ ଆରମ୍ଭ ହୋଇଛି ‘ଓରିଏଣ୍ଟାଲ୍ ଫୁଡ୍ ଫେଷ୍ଟିଭାଲ’। ରିୟଲ୍ ଚାଇନିଜ୍ ଟେଷ୍ଟି ସହ ୬୦ଟି ଭେରାଇଟିର କ୍ୟୁଜିନ୍, ଡେଜର୍ଟ ଆଦି ବ୍ୟଞ୍ଜନ ରହିଛି। ସାଉଥ୍ ଇଷ୍ଟ ଏସିଆନର ଟ୍ରାଡିସନାଲ୍ ଫୁଡ୍ ସମ୍ ଟାମ୍ ସାଲାଡ, ଟମ୍ ୟୁମ୍ ସୁପ୍, ଫାଡ୍ ଥାଇ ନୁଡୁଲ୍ସ, ଚାରକୋଲ୍ ଗ୍ରୀଲଡ ପ୍ରନ୍, ଭିଏତନାମିଜ୍ ଚିକେନ୍ ଆଣ୍ଡ ମାର୍ଟ୍ଟବ୍ୟାକ୍ ଗ୍ରୀଲଡ ଚିକେନ୍ ଆଦି ମେନ୍ୟୁ ରହିଛି। ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ଏହି ଫୁଡ୍ ଫେଷ୍ଟିଭାଲ୍ ଚାଲିବ। ରାଜଧାନୀବାସୀଙ୍କୁ ନୂଆ ଏବଂ ରିୟଲ୍ ଚାଇନିଜ୍ ଫୁଡର ଟେଷ୍ଟ ଦେବାଲାଗି ଏହି ଫୁଡ ଫେଷ୍ଟିଭାଲ୍ ଆୟୋଜନ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos