ସାବଧାନ ହୋଟେଲ ମାଲିକ: ନ୍ୟୁ ଇୟର ପାର୍ଟି କରୁଥିଲେ ପୋଲିସକୁ ଖବର ଦେବ...

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ନ୍ୟୁ ଇୟର ସେଲିବ୍ରେସନ ପାଇଁ କୌଣସି ହୋଟେଲରେ ପାର୍ଟି ଆୟୋଜନ କରିବାକୁ ହେଲେ ଅନୁମତି ନେବାକୁ ପଡ଼ିବ। ହୋଟେଲ କର୍ତ୍ତୃପକ୍ଷ ଡିସିପିଙ୍କଠାରୁ ଅନୁମତି ନେବେ ବୋଲି ପୋଲିସ କମିଶନର ଓ୍ୱାଇ ବି ଖୁରାନିଆ କହିଛନ୍ତି।  ସେ କହିଛନ୍ତି,“ନୂଆ ବର୍ଷ ଅବସରରେ ଯଦି କୌଣସି ହୋଟେଲରେ ସେଲିବ୍ରେସନ ପାର୍ଟି ଆୟୋଜନ କରାଯାଏ, ତେବେ କର୍ତ୍ତୃପକ୍ଷ ଡିସିପିଙ୍କଠାରୁ ଅନୁମତି ନେବାକୁ ବାଧ୍ୟ।  ନ ହେଲେ ହୋଟେଲରେ କିଛି ଅଘଟଣ ଘଟିଲେ ମ୍ୟାନେଜର ଦାୟୀ ରହିବେ।” ସେ […]

new-year-masti-at-a,

new-year-masti-at-a,

Rakesh Mallick
  • Published: Wednesday, 27 December 2017
  • Updated: 27 December 2017, 09:29 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ନ୍ୟୁ ଇୟର ସେଲିବ୍ରେସନ ପାଇଁ କୌଣସି ହୋଟେଲରେ ପାର୍ଟି ଆୟୋଜନ କରିବାକୁ ହେଲେ ଅନୁମତି ନେବାକୁ ପଡ଼ିବ। ହୋଟେଲ କର୍ତ୍ତୃପକ୍ଷ ଡିସିପିଙ୍କଠାରୁ ଅନୁମତି ନେବେ ବୋଲି ପୋଲିସ କମିଶନର ଓ୍ୱାଇ ବି ଖୁରାନିଆ କହିଛନ୍ତି।  ସେ କହିଛନ୍ତି,“ନୂଆ ବର୍ଷ ଅବସରରେ ଯଦି କୌଣସି ହୋଟେଲରେ ସେଲିବ୍ରେସନ ପାର୍ଟି ଆୟୋଜନ କରାଯାଏ, ତେବେ କର୍ତ୍ତୃପକ୍ଷ ଡିସିପିଙ୍କଠାରୁ ଅନୁମତି ନେବାକୁ ବାଧ୍ୟ।  ନ ହେଲେ ହୋଟେଲରେ କିଛି ଅଘଟଣ ଘଟିଲେ ମ୍ୟାନେଜର ଦାୟୀ ରହିବେ।”

ସେ ଆହୁରି କହିଛନ୍ତି,“ ନୂଆ ବର୍ଷ ପାଇଁ କଟକ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ୧୦ ଓ କଟକରେ ୬ ପ୍ଲାଟୁନ ଫୋର୍ସ ମୁତୟନ  କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story