୬ ବଖରା ଜଳିଗଲା, ମହିଳା ଜୀବନ୍ତ ଦଗ୍ଧ

ଚାନ୍ଦବାଲି (ବାସୁଦେବ ଦାସ) : ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଚରଦିଆ ଗାଁରେ ଗ୍ୟାସରୁ ନିଆଁ ଲାଗି ୬ ବଖରା ଘର ଭସ୍ମ ହୋଇଯାଇଥିବା ବେଳେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତାଙ୍କ ନାଁ ପୂର୍ଣ୍ଣିମା ମହାଳିକ। ସୂଚନା ଅନୁଯାୟୀ, ଆଜି ସକାଳେ ପୂର୍ଣ୍ଣିମା ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଯାଇଥିଲା। ଚାଳଛପର ଘର ହୋଇଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପୀଥିଲା। ଫଳରେ ସେ ଘରୁ ବାହାରି ପାରି ନଥିଲେ। ସେହିଠାରେ […]

fire0

fire0

Tapaswini Nayak
  • Published: Monday, 17 February 2020
  • Updated: 17 February 2020, 12:16 PM IST

Sports

Latest News

ଚାନ୍ଦବାଲି (ବାସୁଦେବ ଦାସ) : ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଚରଦିଆ ଗାଁରେ ଗ୍ୟାସରୁ ନିଆଁ ଲାଗି ୬ ବଖରା ଘର ଭସ୍ମ ହୋଇଯାଇଥିବା ବେଳେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତାଙ୍କ ନାଁ ପୂର୍ଣ୍ଣିମା ମହାଳିକ।

ସୂଚନା ଅନୁଯାୟୀ, ଆଜି ସକାଳେ ପୂର୍ଣ୍ଣିମା ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଯାଇଥିଲା। ଚାଳଛପର ଘର ହୋଇଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପୀଥିଲା। ଫଳରେ ସେ ଘରୁ ବାହାରି ପାରି ନଥିଲେ। ସେହିଠାରେ ହିଁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସେହିପରି ନିଆଁ ଆଖପାଖ ଘରକୁ ମଧ୍ୟ ବ୍ୟାପୀ ଯାଇଥିଲା। ଆଉ ଦେଖୁ ଦେଖୁ ଦୁର୍ଯ୍ୟେଧନ।ମହାଳିକ,ସୁରେନ୍ଦ୍ର ମହାଳିକ ଓ ଚରଣ ମହାଳିକଙ୍କ ଘର ପୋଡି ପାଉଁଶ ହୋଇଯାଇଥିଲା।

ଗାଁ ଲୋକେ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁକୁ ବ୍ୟାପୀବାରୁ ରୋକି ପାରିନଥିଲେ। ଚାନ୍ଦବାଲି ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ସବୁ ପୋଡି ଛାରଖାର ହୋଇସାରିଥିଲା। ଘଟଣା ସ୍ଥଳରେ ଚାନ୍ଦବାଲି ତହସିଲଦାର ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଅନ୍ୟପକ୍ଷରେ ଏହି ଅଗ୍ନିକାଣ୍ଡ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଗାଁରେ ଶୋକାକୁଳ ପରିବେଶ ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story