ମାଟି ତଳୁ ବାହାରିଲା ବିପୁଳ ବିସ୍ଫୋରକ, ବଡ଼ଧରଣର ଆକ୍ରମଣ ପଣ୍ଡ

କୋରାପୁଟ:(ଓଡ଼ିଶା ରିପୋର୍ଟର):ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ। କୋରାପୁଟ-ମାଲକାନଗିରି ସୀମା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ ହୋଇଛି। ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଡ୍ରମ ଭିତରେ ଏତେ ସଂଖ୍ୟାରେ ବିସ୍ଫୋରକ ପୋତା ଯାଇଥିଲା। ଏହା ଭିତରେ ୫୦୦ ଜିଲେଟିନ୍, ମାଓ ପୁସ୍ତିକା, ଇଲେକ୍ଟ୍ରିକ୍ ତାର ଇତ୍ୟାଦି ରହିଛି। ଏଥିସହିତ ମାଓ ନେତାଙ୍କ ଫଟୋ, କ୍ୟାମେରା ଫ୍ଲାସ ମଧ୍ୟ ଜବତ ହୋଇଛି। ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓବାଦୀ ମାନଙ୍କ ଦ୍ୱାରା ଏହାକୁ ପୋତାଯାଇଥିବା ଜଣାପଡ଼ିଛି। […]

mao-1

mao-1

Tapas Behera
  • Published: Monday, 19 October 2020
  • Updated: 19 October 2020, 03:37 PM IST

Sports

Latest News

କୋରାପୁଟ:(ଓଡ଼ିଶା ରିପୋର୍ଟର):ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ। କୋରାପୁଟ-ମାଲକାନଗିରି ସୀମା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ ହୋଇଛି। ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଡ୍ରମ ଭିତରେ ଏତେ ସଂଖ୍ୟାରେ ବିସ୍ଫୋରକ ପୋତା ଯାଇଥିଲା। ଏହା ଭିତରେ ୫୦୦ ଜିଲେଟିନ୍, ମାଓ ପୁସ୍ତିକା, ଇଲେକ୍ଟ୍ରିକ୍ ତାର ଇତ୍ୟାଦି ରହିଛି। ଏଥିସହିତ ମାଓ ନେତାଙ୍କ ଫଟୋ, କ୍ୟାମେରା ଫ୍ଲାସ ମଧ୍ୟ ଜବତ ହୋଇଛି। ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓବାଦୀ ମାନଙ୍କ ଦ୍ୱାରା ଏହାକୁ ପୋତାଯାଇଥିବା ଜଣାପଡ଼ିଛି।

କୋରାପୁଟ ଏସ୍ପି ମୁକେଶ ଭାମୁ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୋଲିସକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଏହାକୁ ଲୁଚାଇ ରଖାଯାଇଥିବା ଅନୁମାନ କରାଯାଉଛି। ବିଏସ୍ଏଫ୍ ଓ କୋରାପୁଟ ଡିଭିଏଫ୍‌ର ମିଳିତ ସର୍ଚ୍ଚ ଅପରେସନ ବେଳେ ଏଗୁଡିକୁ ଉଦ୍ଧାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story