ପୁରୀ ଆକାଶରେ ଶୁଭିଲା ଲଢ଼ୁଆ ବିମାନର ଗର୍ଜନ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଆକାଶରେ ଶୁଭିଲା ଲଢ଼ୁଆ ବିମାନର ଗର୍ଜନ। କେତେବେଳେ ୫ଶହ ଫୁଟ୍ ତ କେତେବେଳେ ହଜାରେ ଫୁଟ୍ ଉଚ୍ଚରେ ଦୀର୍ଘ ୨୫ ମିନିଟ୍‌ରୁ ଅଧିକ ସମୟ ଧରି ଦେଖାଇ ଚାଲିଲେ ଗୋଟିଏ ପରେ ଗୋଟିଏ ଆକର୍ଷଣୀୟ ଫରମେସନ୍।  କ୍ରସ୍, ଲୁପ୍ସ ଅବା ବ୍ୟାରେଲ ରୋଲସ୍; ସୂର୍ଯ୍ୟକିରଣ ଏରୋବ୍ୟାଟିକସ୍ ଟିମ୍ ମେମ୍ବରଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରତିଟି ରଣକୌଶଳରେ ସ୍ପଷ୍ଟ ବାରି ହୋଇ ପଡୁଥିଲା ଭାରତୀୟ ବାୟୁସେନାର ପରାକାଷ୍ଠା। ଭୁବନେଶ୍ୱର ପରେ ଆଜି ପୁରୀରେ  ସୂର୍ଯ୍ୟକିରଣ ଟିମ୍‌ର […]

air-show

air-show

Niranjan Mishra
  • Published: Saturday, 17 September 2022
  • Updated: 17 September 2022, 03:51 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଆକାଶରେ ଶୁଭିଲା ଲଢ଼ୁଆ ବିମାନର ଗର୍ଜନ। କେତେବେଳେ ୫ଶହ ଫୁଟ୍ ତ କେତେବେଳେ ହଜାରେ ଫୁଟ୍ ଉଚ୍ଚରେ ଦୀର୍ଘ ୨୫ ମିନିଟ୍‌ରୁ ଅଧିକ ସମୟ ଧରି ଦେଖାଇ ଚାଲିଲେ ଗୋଟିଏ ପରେ ଗୋଟିଏ ଆକର୍ଷଣୀୟ ଫରମେସନ୍।  କ୍ରସ୍, ଲୁପ୍ସ ଅବା ବ୍ୟାରେଲ ରୋଲସ୍; ସୂର୍ଯ୍ୟକିରଣ ଏରୋବ୍ୟାଟିକସ୍ ଟିମ୍ ମେମ୍ବରଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରତିଟି ରଣକୌଶଳରେ ସ୍ପଷ୍ଟ ବାରି ହୋଇ ପଡୁଥିଲା ଭାରତୀୟ ବାୟୁସେନାର ପରାକାଷ୍ଠା। ଭୁବନେଶ୍ୱର ପରେ ଆଜି ପୁରୀରେ  ସୂର୍ଯ୍ୟକିରଣ ଟିମ୍‌ର ଚିତ୍ତାକର୍ଷକ ଏୟାର ଶୋ’ ଦେଖିବାକୁ ମିଳିଥିଲା। ଆକାଶ ମାର୍ଗରେ ଦୁଃସାହାସିକ ଏୟାର ଶୋ ପ୍ରଦର୍ଶନ କରିଥିଲେ ଏରୋବେଟିକ୍ ଟିମ୍। ଏକାସାଙ୍ଗରେ ଆକାଶରେ ଉଡ଼ିଥିଲା ୯ଟି ହକ୍ ଲଢୁଆ ବିମାନ।

ପ୍ରଥମ ଥର ପାଇଁ ପୁରୀରେ ବାୟୁସେନା ପକ୍ଷରୁ ଏହି ଆକର୍ଷଣୀୟ ଶୋ ହେଉଥିବାରୁ ଏହାକୁ ଦେଖିବାକୁ ପୁରୀ ବେଳାଭୂମିରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା।

ସୂଚନା ଥାଉକି, ଆସନ୍ତକାଲି ପାଗ ଖରାପ ରହିବା ନେଇ ଆଶଙ୍କା ଥିବାରୁ ଆଜି ପୁରୀ ବେଳାଭୂମିର ବ୍ଲୁ ଫ୍ଲାଗ ବିଚରେ ଫୁଲ୍ ଡ୍ରେସ୍ ସୂର୍ଯ୍ୟକରଣ ଏୟାର ଶୋ ରିହରସେଲ ହୋଇଛି। ତେବେ ପାଗ ଠିକ୍ ରହିଲେ, ୧୮ ତାରିଖରେ ମଧ୍ୟ ଏୟାର ଶୋ କରାଯିବ ବୋଲି ଗତକାଲି ସୂଚନା ଦେଇଥିଲେ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story