ପ୍ରକାଶ ପାଇଲା ଆଇସିଏସ୍‌ଇ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇସିଏସ୍‌ଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି।   ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛିା ଦଶମରେ ପାସ୍ ହାର ୯୮.୫୧% ଥିବା ବେଳେ, ଦ୍ୱାଦଶରେ ପାସ୍ ହାର ୯୬.୨୧ ପ୍ରତିଶତ ରହିଛି। ଅଫିସିଆଲ ୱେବସାଇଟ୍ cisce.orgରେ ରେଜଲ୍ଟ ଉପଲବ୍ଧ ହେଉଛି। ରେଜଲ୍ଟ ଏସ୍‌ଏମ୍‌ଏସ୍ ଦ୍ୱାରା ମଧ୍ୟ ରେଜଲ୍ଟ ମିଳିପାରିବ। ଏବର୍ଷ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଦଶମ ଶ୍ରେଣୀରେ ୧୬ ଲକ୍ଷରୁ ଅଧିକ […]

icse

icse

Rakesh Mallick
  • Published: Monday, 14 May 2018
  • Updated: 14 May 2018, 05:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇସିଏସ୍‌ଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି।   ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛିା ଦଶମରେ ପାସ୍ ହାର ୯୮.୫୧% ଥିବା ବେଳେ, ଦ୍ୱାଦଶରେ ପାସ୍ ହାର ୯୬.୨୧ ପ୍ରତିଶତ ରହିଛି।

ଅଫିସିଆଲ ୱେବସାଇଟ୍ cisce.orgରେ ରେଜଲ୍ଟ ଉପଲବ୍ଧ ହେଉଛି। ରେଜଲ୍ଟ ଏସ୍‌ଏମ୍‌ଏସ୍ ଦ୍ୱାରା ମଧ୍ୟ ରେଜଲ୍ଟ ମିଳିପାରିବ। ଏବର୍ଷ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଦଶମ ଶ୍ରେଣୀରେ ୧୬ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos