ହନୁମାନ ପଇସା ମାମଲା: ରେମୁଣାର ପୂର୍ବତନ ଆଇଆଇସିଙ୍କ ଦରମା ବନ୍ଦ କଲେ ଏସ୍‌ପି

ବାଲେଶ୍ୱର: ମାଲକାନଗିରିରେ ହନୁମାନ ପଇସା ରାକେଟ୍‌ରେ ଅଭଯୁକ୍ତ ଥିବା ପୂର୍ବତନ ରେମୁଣା ଆଇଆଇସି ସୁରେନ୍ଦ୍ର ନାୟକଙ୍କ ଦରମା ବନ୍ଦ କରିଛନ୍ତି ବାଲେଶ୍ୱର ଏସ୍‌ପି। ଏହା ସହିତ ତୁରନ୍ତ ଉପସ୍ଥିତ ହେବାକୁ ତାଙ୍କୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି। କୌଣସି ସୂଚନା ନ ଦେଇ ସେ ଅନୁପସ୍ଥିତ ରହିବା ନେଇ ଏସ୍‌ପି ଏହି ନୋଟିସ୍ ଜାରି କରିଛନ୍ତି। ଘଟଣା ସଂପର୍କରେ ଡିଜିପିଙ୍କୁ ଲିଖିତ ଭାବେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗତକାଲି ବାଲେଶ୍ୱର ମେଡିକାଲ୍‌ରୁ ନିଖୋଜ […]

remuna-iic

remuna-iic

Rakesh Mallick
  • Published: Wednesday, 17 August 2016
  • Updated: 17 August 2016, 07:50 PM IST

Sports

Latest News

remuna-iicବାଲେଶ୍ୱର: ମାଲକାନଗିରିରେ ହନୁମାନ ପଇସା ରାକେଟ୍‌ରେ ଅଭଯୁକ୍ତ ଥିବା ପୂର୍ବତନ ରେମୁଣା ଆଇଆଇସି ସୁରେନ୍ଦ୍ର ନାୟକଙ୍କ ଦରମା ବନ୍ଦ କରିଛନ୍ତି ବାଲେଶ୍ୱର ଏସ୍‌ପି। ଏହା ସହିତ ତୁରନ୍ତ ଉପସ୍ଥିତ ହେବାକୁ ତାଙ୍କୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି। କୌଣସି ସୂଚନା ନ ଦେଇ ସେ ଅନୁପସ୍ଥିତ ରହିବା ନେଇ ଏସ୍‌ପି ଏହି ନୋଟିସ୍ ଜାରି କରିଛନ୍ତି। ଘଟଣା ସଂପର୍କରେ ଡିଜିପିଙ୍କୁ ଲିଖିତ ଭାବେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଗତକାଲି ବାଲେଶ୍ୱର ମେଡିକାଲ୍‌ରୁ ନିଖୋଜ ହୋଇଯାଇଥିବା ସୁରେନ୍ଦ୍ର ନାୟକ ଆଜି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ପୂର୍ବରୁ ମାଲକାନଗିରି ଜିଲ୍ଲା ମାଥିଲି ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ ସୁରେନ୍ଦ୍ର। ପରେ ତାଙ୍କର ରେମୁଣାକୁ ବଦଳି ହୋଇଥିଲା। ବାଲେଶ୍ୱରରେ ରହଣି ସମୟରେ ପଶ୍ଚିମବଙ୍ଗର ଜଣେ ବେପାରୀ ହନୁମାନ ପଇସା ପାଇଁ ନାୟକଙ୍କୁ ୧୦ କୋଟି ଟଙ୍କାର ଅଫର ଦେଇଥିଲେ। ପରେ ନାୟକ ତାଙ୍କ ଅନ୍ୟ ୩ ସାଥୀଙ୍କ ସହିତ ମିଶି ମାଲକାନଗିରି ଜିଲ୍ଲା ପଦ୍ମପୁର ଗୋଟିଯୋଡ଼ି ଗାଁର ଇର୍ମା ମାଡ଼ିଙ୍କ ଘରେ ପଶି ହନୁମାନ ପଇସା ଖୋଜିଥିଲେ। ଏପରିକି ଇର୍ମାଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଗାଁ ଲୋକେ ସେମାନଙ୍କୁ ଡକାୟତ ବୋଲି ଭାବି ଧନୁ ଓ ତୀର ଧରି ଗୋଡ଼ାଇଥିଲେ। ଜୀବନ ବିକଳରେ ନାୟକ ଓ ତାଙ୍କ ସାଥୀମାନେ ବାଇକ୍ ଛାଡ଼ି ପଳାଇ ଯାଇଥିଲେ।

ମାଲକାନଗିରି ପୋଲିସ୍‌ ଘଟଣାର ତଦନ୍ତ କରି ଆଇଆଇସି ନାୟକଙ୍କୁ ଗତ ୧୩ ତାରିଖରେ ଥାନାରେ ହାଜର ହେବାକୁ ନୋଟିସ୍‌ ଦେଇଥିଲେ। କିନ୍ତୁ ନାୟକ ହାଜର ନହୋଇ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ବୋଲି କହି ଗତକାଲି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ତାଙ୍କୁ ମେଡିସନ୍‌ ୱାର୍ଡ଼ରେ ଭର୍ତ୍ତି ହେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ନାୟକ ଇନ୍‌ଡୋର ଟିକେଟ୍‌ କରି ୱାର୍ଡ଼କୁ ନଯାଇ ଫେରାର ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story