ସମୁଦ୍ରରେ ବୁଡ଼ିଗଲେ ଆଇଆଇଟି ଛାତ୍ର

ପାରାଦୀପ(ଓଡ଼ିଶା ରିପୋର୍ଟର): ଆଇଆଇଟି ପାଠ ପଢ଼ିବାକୁ ଭୁବନେଶ୍ୱର ଆସିଥିଲେ। ମାତ୍ର ପଢ଼ା ସରିବା ପୂର୍ବରୁ ସମୁଦ୍ରରେ ଗାଧୋଇବା ବେଳେ ଚାଲି ଗଲା ଜୀବନ। ଅନ୍ୟ ଜଣେ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଏପରି ଦୁଃଖଦ ଘଟଣା ପାରାଦୀପ ନେହେରୁ ମୁହାଣରେ ଘଟିଛି। ଭୁବନେଶ୍ୱର ଆଇଆଇଟିର ୪୦ରୁ ଊର୍ଦ୍ଧ୍ୱ ପିଲା ବୁଧବାର ବଣଭୋଜି କରିବା ପାଇଁ ପାରାଦୀପ ଯାଇଥିଲେ। ବଣଭୋଜି ଚାଲିଥିବା ବେଳେ ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳର ଶ୍ରୀନାଥ ଘୋଷ ଓ ମଧ୍ୟପ୍ରଦେଶର ଭୋପାଳ ଅଞ୍ଚଳର ହିମାଂଶୁ ରାଠୋର ଗାଧୋଇବା […]

Untitled

Untitled

Rakesh Mallick
  • Published: Wednesday, 28 February 2018
  • Updated: 01 March 2018, 03:36 AM IST

ପାରାଦୀପ(ଓଡ଼ିଶା ରିପୋର୍ଟର): ଆଇଆଇଟି ପାଠ ପଢ଼ିବାକୁ ଭୁବନେଶ୍ୱର ଆସିଥିଲେ। ମାତ୍ର ପଢ଼ା ସରିବା ପୂର୍ବରୁ ସମୁଦ୍ରରେ ଗାଧୋଇବା ବେଳେ ଚାଲି ଗଲା ଜୀବନ। ଅନ୍ୟ ଜଣେ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଏପରି ଦୁଃଖଦ ଘଟଣା ପାରାଦୀପ ନେହେରୁ ମୁହାଣରେ ଘଟିଛି।

ଭୁବନେଶ୍ୱର ଆଇଆଇଟିର ୪୦ରୁ ଊର୍ଦ୍ଧ୍ୱ ପିଲା ବୁଧବାର ବଣଭୋଜି କରିବା ପାଇଁ ପାରାଦୀପ ଯାଇଥିଲେ। ବଣଭୋଜି ଚାଲିଥିବା ବେଳେ ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳର ଶ୍ରୀନାଥ ଘୋଷ ଓ ମଧ୍ୟପ୍ରଦେଶର ଭୋପାଳ ଅଞ୍ଚଳର ହିମାଂଶୁ ରାଠୋର ଗାଧୋଇବା ପାଇଁ ନେହେରୁ ମୁହାଣକୁ ଯାଇଥିଲେ। ଗାଧୋଇବା ବେଳେ ଉଭୟ ଭାସି ଯାଇଥିଲେ। ସ୍ଥାନୀୟ ଲୋକ ଶ୍ରୀନାଥଙ୍କୁ ଉଦ୍ଧାର କରିଥିଲେ। ମାତ୍ର ହିମାଂଶୁ ପତ୍ତା ମିଳିନଥିଲା। ପରେ ସାମୁଦ୍ରିକ ଥାନା କର୍ମଚାରୀ ସମୁଦ୍ର ଭିତରୁ ହିମାଂଶୁଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story