ବେଆଇନ ଗୁଟୁଖା କାରବାର ମାମଲାରେ ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ହେବେ ରମେଶ

ବ୍ରହ୍ମପୁର: ବେଆଇନ ଗୁଟୁଖା କାରବାର ମାମଲାରେ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ  ହାଜର କରାଯିବ। ଆସ୍କା ଥାନାରେ ଗତ ମାସ ୨୪ ତାରିଖରେ  ହୋଇଥିବା ଏକ ଟେଣ୍ଡର ଫିକ୍ସିଂ ମାମଲାରେ ରମେଶ ଜେନାଙ୍କୁ ଅଭିଯୁକ୍ତ ଦର୍ଶାଯିବା ପରେ ରିମାଣ୍ଡରେ ନେବା ପାଇଁ ଜେଏମଏଫସି କୋର୍ଟରେ ଆବେଦନ କରିଥିଲା। ଜେଏମଏଫସି କୋର୍ଟ ରମେଶଙ୍କୁ ସ୍ପେୟାର କରିବା ଲାଗି ବ୍ରହ୍ମପୁର କୋର୍ଟଙ୍କୁ ଜଣାଇଥିଲେ। କୋର୍ଟ ଆସନ୍ତା ୨୩ ଓ ୨୪ ତାରିଖରେ ରମେଶଙ୍କୁ […]

ramesh

ramesh

Rakesh Mallick
  • Published: Tuesday, 22 March 2016
  • Updated: 22 March 2016, 03:12 AM IST

Sports

Latest News

ବ୍ରହ୍ମପୁର: ବେଆଇନ ଗୁଟୁଖା କାରବାର ମାମଲାରେ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ  ହାଜର କରାଯିବ। ଆସ୍କା ଥାନାରେ ଗତ ମାସ ୨୪ ତାରିଖରେ  ହୋଇଥିବା ଏକ ଟେଣ୍ଡର ଫିକ୍ସିଂ ମାମଲାରେ ରମେଶ ଜେନାଙ୍କୁ ଅଭିଯୁକ୍ତ ଦର୍ଶାଯିବା ପରେ ରିମାଣ୍ଡରେ ନେବା ପାଇଁ ଜେଏମଏଫସି କୋର୍ଟରେ ଆବେଦନ କରିଥିଲା। ଜେଏମଏଫସି କୋର୍ଟ ରମେଶଙ୍କୁ ସ୍ପେୟାର କରିବା ଲାଗି ବ୍ରହ୍ମପୁର କୋର୍ଟଙ୍କୁ ଜଣାଇଥିଲେ। କୋର୍ଟ ଆସନ୍ତା ୨୩ ଓ ୨୪ ତାରିଖରେ ରମେଶଙ୍କୁ  ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story