ବନ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ଇମ୍ଫା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବନ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଛି ଇମ୍ଫା। ଆଜି ଇମ୍ଫା ଥେରୁବାଲି ପକ୍ଷରୁ ରାୟଗଡ଼ା ଜିଲ୍ଲାପାଳଙ୍କୁ ଭେଟି ରେଡକ୍ରସ ପାଣ୍ଠିକୁ ୧୦ଲକ୍ଷର ଟଙ୍କାର ଚେକ ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲାର ନାଗାବଳୀ ନଦୀରେ ବନ୍ୟା ଆସିବା ଫଳରେ କଲ୍ୟାଣସିଂହପୁର ସହ ଅନ୍ୟାନ୍ୟ ସ୍ଥାନରେ ବହୁ କ୍ଷୟକ୍ଷତି ହୋଇଛି। ତେବେ ଏହି ସହାୟତା ରାଶି ବନ୍ୟା ବିପନ୍ନଙ୍କ ପାଇଁ ସହାୟକ ହେବ ବୋଲି ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର କହିଛନ୍ତି। . […]

flood

flood

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 02:20 PM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବନ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଛି ଇମ୍ଫା। ଆଜି ଇମ୍ଫା ଥେରୁବାଲି ପକ୍ଷରୁ ରାୟଗଡ଼ା ଜିଲ୍ଲାପାଳଙ୍କୁ ଭେଟି ରେଡକ୍ରସ ପାଣ୍ଠିକୁ ୧୦ଲକ୍ଷର ଟଙ୍କାର ଚେକ ପ୍ରଦାନ କରାଯାଇଛି।

ରାୟଗଡ଼ା ଜିଲ୍ଲାର ନାଗାବଳୀ ନଦୀରେ ବନ୍ୟା ଆସିବା ଫଳରେ କଲ୍ୟାଣସିଂହପୁର ସହ ଅନ୍ୟାନ୍ୟ ସ୍ଥାନରେ ବହୁ କ୍ଷୟକ୍ଷତି ହୋଇଛି। ତେବେ ଏହି ସହାୟତା ରାଶି ବନ୍ୟା ବିପନ୍ନଙ୍କ ପାଇଁ ସହାୟକ ହେବ ବୋଲି ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର କହିଛନ୍ତି। .

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story