ଭୁବନେଶ୍ୱର: ଆୟକର ବିଭାଗ ପକ୍ଷରୁ ବିଭିନ୍ନ ଜୁଏଲରୀରେ ଚଢାଉ

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଜୁଏଲରୀରେ ଆୟକର ବିଭାଗ ପକ୍ଷରୁ ଚାଲିଥିବା ଚଢାଉ ତୃତୀୟ ଦିନରେ ପହଞ୍ଚିଛି। ବିଭାଗୀୟ ଅଧିକାରୀମାନେ ଜୁଏଲରୀର ସିସିଟିଭି ଫୁଟେଜ ଯାଞ୍ଚ ସହ କ୍ୟାସ୍‌ ରେକର୍ଡ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରାଯାଉଛି। ଅଢେଇ ଲକ୍ଷ ଟଙ୍କାର ଗହଣା କିଣା ଉପରେ ପ୍ୟାନ ନମ୍ବର ରହିଛି କି ନାହିଁ ତା’ ଉପରେ ବି ଆୟକର ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି। ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ପରେ ଅନେକ କଳାଧନ ମହଜୁଦକାରୀ ବିପୁଳ […]

incom-tax

incom-tax

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 12:22 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଜୁଏଲରୀରେ ଆୟକର ବିଭାଗ ପକ୍ଷରୁ ଚାଲିଥିବା ଚଢାଉ ତୃତୀୟ ଦିନରେ ପହଞ୍ଚିଛି। ବିଭାଗୀୟ ଅଧିକାରୀମାନେ ଜୁଏଲରୀର ସିସିଟିଭି ଫୁଟେଜ ଯାଞ୍ଚ ସହ କ୍ୟାସ୍‌ ରେକର୍ଡ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରାଯାଉଛି।

ଅଢେଇ ଲକ୍ଷ ଟଙ୍କାର ଗହଣା କିଣା ଉପରେ ପ୍ୟାନ ନମ୍ବର ରହିଛି କି ନାହିଁ ତା’ ଉପରେ ବି ଆୟକର ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି।

୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ପରେ ଅନେକ କଳାଧନ ମହଜୁଦକାରୀ ବିପୁଳ ପରିମାଣରେ ସୁନା କିଣୁଥିବା ଅଭିଯୋଗ ଆସିବା ପରେ ଆୟକର ବିଭାଗ ପକ୍ଷରୁ ଏପରି ଚଢାଉ ଆରମ୍ଭ ହୋଇଛି। ଯାଞ୍ଚ ବେଳେ ସୁନା କିଣାବିକାରେ ବେଆଇନ କାରବାର ହୋଇଥିବା ଜଣାପଡିଲେ ସମସ୍ତ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story