‘ଲଙ୍କା ଦହନ ପରି ପାକିସ୍ତାନକୁ ବି ମିଟାଇ ଦିଆଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ପାକିସ୍ତାନ ଜେଲରେ ଥିବା କୁଳଭୂଷଣ ଯାଦବଙ୍କ ମାଆ ଓ ପତ୍ନୀଙ୍କୁ ଅପମାନିତ କରାଯାଇଛି। ଏହା କୁଳଭୂଷଣଙ୍କ ମାଆ ଓ ପତ୍ନୀଙ୍କୁ ଅପମାନ ନୁହେଁ। ଭାରତର ୫୦ କୋଟି ମାଆ ଓ ଭଉଣୀଙ୍କୁ ଅପମାନ। ଏହାର ଜବାବ ପାକିସ୍ତାନକୁ ଦିଆଯିବ। ସୀତାଙ୍କ ଅପମାନ ପାଇଁ ଆମେ ଲଙ୍କା ଜଳାଇ ଦେଇଥିଲୁ। ଠିକ୍‌ ସେମିତି କୁଳଭୂଷଣଙ୍କ ମାଆ ଓ ପତ୍ନୀଙ୍କ ଅପମାନ ପାଇଁ ପାକିସ୍ତାନର ଚିହ୍ନ ବର୍ଣ୍ଣ ଲିଭାଇ ଦେବୁ। ଏଥର […]

prabin bhai togadia

prabin bhai togadia

Rakesh Mallick
  • Published: Wednesday, 27 December 2017
  • Updated: 27 December 2017, 09:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ପାକିସ୍ତାନ ଜେଲରେ ଥିବା କୁଳଭୂଷଣ ଯାଦବଙ୍କ ମାଆ ଓ ପତ୍ନୀଙ୍କୁ ଅପମାନିତ କରାଯାଇଛି। ଏହା କୁଳଭୂଷଣଙ୍କ ମାଆ ଓ ପତ୍ନୀଙ୍କୁ ଅପମାନ ନୁହେଁ। ଭାରତର ୫୦ କୋଟି ମାଆ ଓ ଭଉଣୀଙ୍କୁ ଅପମାନ। ଏହାର ଜବାବ ପାକିସ୍ତାନକୁ ଦିଆଯିବ। ସୀତାଙ୍କ ଅପମାନ ପାଇଁ ଆମେ ଲଙ୍କା ଜଳାଇ ଦେଇଥିଲୁ। ଠିକ୍‌ ସେମିତି କୁଳଭୂଷଣଙ୍କ ମାଆ ଓ ପତ୍ନୀଙ୍କ ଅପମାନ ପାଇଁ ପାକିସ୍ତାନର ଚିହ୍ନ ବର୍ଣ୍ଣ ଲିଭାଇ ଦେବୁ। ଏଥର ପାକସ୍ତାନକୁ ଏମିତି ପାନେ ଦିଆଯିବ, ଭବିଷ୍ୟତରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିବାକୁ ବି ସ୍ୱପ୍ନରେ ଭାବିବ ନାହିଁ। ଏବେ ଭାରତକୁ ଜବାବ ଦେବାର ସମୟ ଆସି ଯାଇଛି। ପାକିସ୍ତାନକୁ ପାନେ ଚଖାଇବା ପାଇଁ ୧୯୭୧ ଭଳି ପଦକ୍ଷେପ ନିଆଯିବା ଦରକାର ବୋଲି ଓଡ଼ିଶା ଗସ୍ତରେ ଆସିଥିବା ବିଶ୍ୱହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ପ୍ରବୀଣ ଭାଇ ତୋଗାଡ଼ିଆ କଡ଼ା ଭାଷାରେ କହିଛନ୍ତି।

ସ୍ୱାସ୍ଥ୍ୟସେବାକୁ ନେଇ ସେ ମତ ରଖିଛନ୍ତି। ସେ କହିଛନ୍ତି-“ବେସରକାରୀ ଡାକ୍ତରମାନେ ମାଗଣାରେ ଗରିବଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଦରକାର। ଏଥିପାଇଁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ। ଏହି ମାଗଣା ସେବା ବର୍ତ୍ତମାନ ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ ଓ ମଧ୍ୟପ୍ରଦେଶରେ ଦିଆଯାଉଛି। ଏହି ଜନକଲ୍ୟାଣ କାମରେ ସହଯୋଗ କରିବା ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଁ ଆହ୍ୱାନ ଦେଉଛି।”

ଶ୍ରୀକ୍ଷେତ୍ରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ସେ କହିଛନ୍ତି-“ଶଙ୍କରାଚାର୍ଯ୍ୟ ହେଉଛନ୍ତି ସର୍ବୋଚ୍ଚ ଧାର୍ମିକ ନେତା। ତାଙ୍କୁ ସମାଜ ଓ ସରକାର ସମ୍ମାନ ଦେବାକଥ। ଏହା ଆମ ପରମ୍ପରା କହୁଛି। ମୁଁ ଆଶା କରୁଛି ଶଙ୍କରାଚାର୍ଯ୍ୟଙ୍କୁ ଉଚିତ୍‌ ସମ୍ମାନ ମିଳିବ।”

ଓଡ଼ିଶା ଗସ୍ତ ବେଳେ ଏକାଧିକ ସମସ୍ୟାକୁ ନେଇ ତୋଗାଡ଼ିଆ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି-“ଭାରତରେ ଗୋ’ ହତ୍ୟା କାହିଁକି ହେଉଛି? ଏହା ବନ୍ଦ ହେବା ଦରକାର। ଏଥିପାଇଁ ଆଇନ୍‌ ହେବା ଦରକାର। କଶ୍ମୀର ହିନ୍ଦୁମାନେ ୪୦ ବର୍ଷ ହେଲା ଅନ୍ୟତ୍ର ଜୀବନ ଅତିବାହିତ କରୁଛନ୍ତି। ସେମାନଙ୍କୁ କାହିଁକି କଶ୍ମୀରରେ ଅବସ୍ଥାପିତ କରାଯାଇପାରୁ ନାହିଁ? ୩ କୋଟି ବାଂଲାଦେଶୀ ଭାରତରେ ରହୁଛନ୍ତି। ସେମାନଙ୍କୁ ଆଜି ପର୍ଯ୍ୟନ୍ତ କାହିଁକି ବାହାର କରାଯାଇପାରୁ ନାହିଁ? ଏବେ ପୁଣି ରୋହିଙ୍ଗିଆ ମୁସଲମାନ ଆସିଲେ। ସେମାନଙ୍କୁ ମଧ୍ୟ ବାହାର କରାଯାଇପାରୁ ନାହିଁ। ଏପରି ଅନେକ ସମସ୍ୟା ଦେଇ ହିନ୍ଦୁମାନେ ଜୀବନ ଅତିବାହିତ କରୁଛନ୍ତି। ଏଥିରୁ ସେମାନଙ୍କୁ ମୁକ୍ତି ମିଳିବା ଦରକାର।”

https://youtu.be/18UPSup-A7w

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story