ଚାନ୍ଦିପୁର: ସ୍ୱଳ୍ପ ଦୂରଗାମୀ ମିଜାଇଲ ପରୀକ୍ଷଣ ସଫଳ

ବାଲେଶ୍ୱର: ବାଲେଶ୍ୱରର ଚାନ୍ଦିପୁର କ୍ଷେପଣସ୍ତ୍ର ଘାଟିରୁ ସୋମବାର କମ ଦୂରରୁ ଆକାଶ ମାର୍ଗକୁ ଆକ୍ରମଣ କରୁଥିବା ମିଜାଇଲ ପରୀକ୍ଷଣ କରାଯାଇଛି। ଦିନ ୧୧ ଟା ୨୫ରେ ଚାନ୍ଦିପୁରର ୩ ନମ୍ବର ଆଇଟିଆର ଲଞ୍ଚପ୍ୟାଡରୁ ଏହି ମିଜାଇଲ ପରୀକ୍ଷଣ  କରାଯାଇଥିଲା। ସ୍ୱେଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ମିଜାଇଲର ଏହା ହେଉଛି  ଦ୍ୱିତୀୟ ପରୀକ୍ଷଣ। ଡିଆରଡିଓ ଏବଂ ଅନ୍ୟ ବୈଜ୍ଞାନିକ ସଂସ୍ଥାର ମିଳିତ ଉଦ୍ୟମରେ ଏହି ମିଜାଇଲ ନିର୍ମିତ ହୋଇଛି। ଏଭଳି ମିଜାଇଲ ୨୦୧୭ ଜୁନରେ ପରୀକ୍ଷଣ […]

iran-missile

iran-missile

Rakesh Mallick
  • Published: Monday, 03 July 2017
  • Updated: 03 July 2017, 08:34 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱରର ଚାନ୍ଦିପୁର କ୍ଷେପଣସ୍ତ୍ର ଘାଟିରୁ ସୋମବାର କମ ଦୂରରୁ ଆକାଶ ମାର୍ଗକୁ ଆକ୍ରମଣ କରୁଥିବା ମିଜାଇଲ ପରୀକ୍ଷଣ କରାଯାଇଛି। ଦିନ ୧୧ ଟା ୨୫ରେ ଚାନ୍ଦିପୁରର ୩ ନମ୍ବର ଆଇଟିଆର ଲଞ୍ଚପ୍ୟାଡରୁ ଏହି ମିଜାଇଲ ପରୀକ୍ଷଣ  କରାଯାଇଥିଲା। ସ୍ୱେଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ମିଜାଇଲର ଏହା ହେଉଛି  ଦ୍ୱିତୀୟ ପରୀକ୍ଷଣ। ଡିଆରଡିଓ ଏବଂ ଅନ୍ୟ ବୈଜ୍ଞାନିକ ସଂସ୍ଥାର ମିଳିତ ଉଦ୍ୟମରେ ଏହି ମିଜାଇଲ ନିର୍ମିତ ହୋଇଛି।

ଏଭଳି ମିଜାଇଲ ୨୦୧୭ ଜୁନରେ ପରୀକ୍ଷଣ କରାଯାଇଥିଲା। ଏହି ମିଜାଇଲ ଭୁପୃଷ୍ଠରୁ ୨୫ରୁ ୩୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖେ। ଏହା ଯେକୌଣସି ଅବସ୍ଥାରେ ଏହାକୁ ଉତ୍‌କ୍ଷେପଣ କରାଯାଇପାରିବ। ଏଥିରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖଞ୍ଜାଯାଇ ପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଏକାଥରକେ ଏକାଧିକ ଲକ୍ଷ୍ୟଭେଦ କରିବାର କ୍ଷମତା ରଖେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story