ଭୁବନେଶ୍ୱର ଆଇଆଇଟିରେ ବି.ଟେକ୍ ସିଟ୍ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର IITରେ ବଢିଲା ସିଟ୍ ସଂଖ୍ୟା। IITର ବି.ଟେକ୍ ସିଟ୍ ୨୬୦ରୁ ୩୫୦କୁ ବୃଦ୍ଧି ପାଇଛି। ସେହିପରି ଏମ୍. ଟେକ୍ ସିଟ୍ ମଧ୍ୟ ୧୫୪କୁ ବୃଦ୍ଧି ପାଇଛି। ଭୁବନେଶ୍ୱର IIT ନିର୍ଦ୍ଦେଶକ ଆର୍. କେ. ରାଜକୁମାର ଏନେଇ ଆଜି ସୂଚନା ଦେଇଛନ୍ତି। ଚଳିତବର୍ଷରୁ ୫ଟି ୫ ବର୍ଷିୟା ଡୁଆଲ ଡିଗ୍ରୀ କୋର୍ସ ଆରମ୍ଭ ହେବ ରାଜକୁମାର ସୂଚନା ଦେଇଛନ୍ତି।