'ଫୋନି' ପାଇଁ ହାଇଆଲର୍ଟରେ ଭାରତୀୟ ନୌସେନା

ନୂଆଦିଲ୍ଲୀ: ସମ୍ଭାବ୍ୟ ବାତ୍ୟା ‘ଫୋନି’କୁ ନେଇ ଭାରତୀୟ ନୌସେନା ହାଇଆଲର୍ଟରେ ରହିଛି। ବିଶାଖାପଟନମ ଓ ଚେନ୍ନାଇରେ ନୌସେନାର ଜାହାଜକୁ ସଜାଗ ରଖାଯାଇଛି। ଦରକାର ପଡ଼ିଲେ ଲୋକଙ୍କୁ ସହଯୋଗ କରିବାକୁ ନୌସେନା ଟିମ୍‌ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିବ। ଏଥିସହ ନୌସେନା ହ୍ୟୁମାନିଟାରିଆନ୍‌ ଏଡ୍‌ ଡିସ୍‌ଟ୍ରେସ୍‌ ରିଲିଫ୍‌(ଏଚ୍‌ଏଡିଆର୍‌), ସ୍ଥାନାନ୍ତର ଓ ଔଷଧ ବିତରଣ ସହ ଲଜିଷ୍ଟିକ୍‌ ସହଯୋଗ ପାଇଁ ପ୍ରସ୍ତୁତ ରହିଛି। ସେହିପରି ତଟରକ୍ଷୀ ବାହିନୀକୁ ମଧ୍ୟ ଆଲର୍ଟ କରାଯାଇଛି। ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ପୂରା ପ୍ରସ୍ତୁତ ରହିଛି। […]

ts

ts

Hemant Lenka
  • Published: Tuesday, 30 April 2019
  • Updated: 30 April 2019, 08:50 PM IST

Sports

Latest News

ନୂଆଦିଲ୍ଲୀ: ସମ୍ଭାବ୍ୟ ବାତ୍ୟା 'ଫୋନି'କୁ ନେଇ ଭାରତୀୟ ନୌସେନା ହାଇଆଲର୍ଟରେ ରହିଛି। ବିଶାଖାପଟନମ ଓ ଚେନ୍ନାଇରେ ନୌସେନାର ଜାହାଜକୁ ସଜାଗ ରଖାଯାଇଛି। ଦରକାର ପଡ଼ିଲେ ଲୋକଙ୍କୁ ସହଯୋଗ କରିବାକୁ ନୌସେନା ଟିମ୍‌ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିବ। ଏଥିସହ ନୌସେନା ହ୍ୟୁମାନିଟାରିଆନ୍‌ ଏଡ୍‌ ଡିସ୍‌ଟ୍ରେସ୍‌ ରିଲିଫ୍‌(ଏଚ୍‌ଏଡିଆର୍‌), ସ୍ଥାନାନ୍ତର ଓ ଔଷଧ ବିତରଣ ସହ ଲଜିଷ୍ଟିକ୍‌ ସହଯୋଗ ପାଇଁ ପ୍ରସ୍ତୁତ ରହିଛି। ସେହିପରି ତଟରକ୍ଷୀ ବାହିନୀକୁ ମଧ୍ୟ ଆଲର୍ଟ କରାଯାଇଛି।

ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ପୂରା ପ୍ରସ୍ତୁତ ରହିଛି। ଏନ୍‌ଡିଆରଏଫ୍‌ର ୧୫ଟି ଟିମ୍‌ ଓ ୩୪ଟି ଫାୟାର ସର୍ଭିସ ବୋଟ୍‌ ରେସକ୍ୟୁ ଟିମ୍‌ ଓ ରାସ୍ତାରେ ଗଛ ପଡ଼ିଲେ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଟ୍ରାଫିକ୍‌ ଜାମ ହେଲେ ଏହାକୁ ସଫା କରିବା ୧୧୬ଟି ଟିମ୍‌ ମଧ୍ୟ ସଜାଗ ରହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏନ୍‌ଡିଆରଏଫ୍‌ର ୪୧ଟି ଟିମ୍‌ ଏବେ ପ୍ରଭାବିତ ଅଞ୍ଚଳକୁ ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୮ଟି ଆନ୍ଧ୍ରରେ, ୨୮ଟି ଓଡ଼ିଶାରେ ପଶ୍ଚିମବଙ୍ଗରେ ୫ଟି ଟିମ୍‌ ମୁତୟନ ମୁତୟନ ହୋଇଛନ୍ତି। ଏହାବାଦ୍‌  ପଶ୍ଚିମବଙ୍ଗରେ ଆଉ ୧୩ଟି ଓ ଆନ୍ଧ୍ର ପ୍ରଦେଶରେ ୧୦ଟି ଷ୍ଟାଣ୍ଡବାଏରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story