ପିଟି ହେଲା ପକ୍ଷୀ, ଫେରିଆସିଲା ବିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ-୩୧୪ ବିମାନରେ ଗୋଟିଏ ପକ୍ଷୀ ବାଡ଼େଇ ହୋଇଥିଲା। ପକ୍ଷୀଟି ବାଡେଇ ହେବା ପରେ ବିମାନଟି ସାଢ଼େ ୬ଟା ବେଳେ ଭୁବନେଶ୍ୱର ଏୟାରପୋର୍ଟକୁ ଫେରି ଆସିଥିଲା। ଯାଞ୍ଚ ପରେ ବିମାନଟି ରାତି ସାଢ଼େ ୮ଟାରେ ପୁନର୍ବାର ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବିମାନରେ ଥିବା ସମସ୍ତ ୧୯୧ ଯାତ୍ରୀ ସୁରକ୍ଷିତ ଅଛନ୍ତି।

IndiGo

IndiGo

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 10:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ-୩୧୪ ବିମାନରେ ଗୋଟିଏ ପକ୍ଷୀ ବାଡ଼େଇ ହୋଇଥିଲା। ପକ୍ଷୀଟି ବାଡେଇ ହେବା ପରେ ବିମାନଟି ସାଢ଼େ ୬ଟା ବେଳେ ଭୁବନେଶ୍ୱର ଏୟାରପୋର୍ଟକୁ ଫେରି ଆସିଥିଲା। ଯାଞ୍ଚ ପରେ ବିମାନଟି ରାତି ସାଢ଼େ ୮ଟାରେ ପୁନର୍ବାର ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବିମାନରେ ଥିବା ସମସ୍ତ ୧୯୧ ଯାତ୍ରୀ ସୁରକ୍ଷିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos