ନବୀନ ସରକାରରେ ଲାଞ୍ଚ ପାଲଟିଛି ସଂକ୍ରାମକ ରୋଗ: ପିସି ନାହିଁ ତ କାମ ନାହିଁ!

ଭୁବନେଶ୍ୱର: ପିସି ବା ପର୍ସେଣ୍ଟେଜ୍ ନ ନେବାକୁ ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ତାଗିଦ କରିଥିଲେ। ଏହା ସତ୍ତ୍ୱେ ସୁନ୍ଦରଗଡ଼ ଜିଲ୍ଲାରେ ଲାଞ୍ଚ କାରବାର ହେଉଛି। ଫଳରେ ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ ଲୋକେ ସେମାନଙ୍କର ସ୍ୱପ୍ନର ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ସବ୍‌ଡେଗା ବ୍ଲକ କିରେଇ ପଞ୍ଚାୟତ ଭବାନୀପୁର ଗାଁର ଶୁକ୍ରୁ ମୋଦି ଇନ୍ଦିରାଆବାସ ଯୋଜନାରେ ଏକ ଘର ପାଇଥିଲେ। ଦୁଇ କିସ୍ତିରେ ସେ ପାଇଥିଲେ ୭୫,୦୦୦ ଟଙ୍କା। ସେଥିରୁ ପଞ୍ଚାୟତ ସେକ୍ରେଟେରୀ ନେଲେ ୫,୦୭୦ ଟଙ୍କା […]

awaas-b-02-04-13

awaas-b-02-04-13

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 09:26 PM IST

Sports

Latest News

ଭୁବନେଶ୍ୱର: ପିସି ବା ପର୍ସେଣ୍ଟେଜ୍ ନ ନେବାକୁ ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ତାଗିଦ କରିଥିଲେ। ଏହା ସତ୍ତ୍ୱେ ସୁନ୍ଦରଗଡ଼ ଜିଲ୍ଲାରେ ଲାଞ୍ଚ କାରବାର ହେଉଛି। ଫଳରେ ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ ଲୋକେ ସେମାନଙ୍କର ସ୍ୱପ୍ନର ଘର ପାଇବାରୁ ବଞ୍ଚିତ ହେଉଛନ୍ତି।

ସବ୍‌ଡେଗା ବ୍ଲକ କିରେଇ ପଞ୍ଚାୟତ ଭବାନୀପୁର ଗାଁର ଶୁକ୍ରୁ ମୋଦି ଇନ୍ଦିରାଆବାସ ଯୋଜନାରେ ଏକ ଘର ପାଇଥିଲେ। ଦୁଇ କିସ୍ତିରେ ସେ ପାଇଥିଲେ ୭୫,୦୦୦ ଟଙ୍କା। ସେଥିରୁ ପଞ୍ଚାୟତ ସେକ୍ରେଟେରୀ ନେଲେ ୫,୦୭୦ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଫଳରେ ଘର ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ପରେ ଶୁକ୍ରୁ ନିଜ ସମ୍ବଳରେ ଆଉ କିଛି ମିଶାଇ ଘର ଠିଆରି କଲେ।

ସେହିପରି ସିମୋନ କୁଲ୍ଲୁଙ୍କୁ ମିଳିଥିଲା ଏକ ଇନ୍ଦିରା ଆବାସ। ଏଥିପାଇଁ ତାଙ୍କୁ ଦେବାକୁ ପଡ଼ିଛି ୫୦୦୦ ଟଙ୍କା। ପାଖରେ ସମ୍ୱଳ ନଥିବାରୁ ଏଯାଏଁ ଘର ସମ୍ପୂର୍ଣ୍ଣ କରିପାରିଲେ ନାହିଁ କୁଲ୍ଲୁ। ଯାହାଦ୍ୱାରା ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି।

ସୁନ୍ଦରଗଡ଼ ସଦର ବିଡିଓ ଅନାମିକା ସିଂ କହିଛନ୍ତି-“ସେମିତି କିଛି ଅଭିଯୋଗ ଆମ ପାଖକୁ ଆସିନି। ଯଦି କେହି ଅଭିଯୋଗ କରନ୍ତି ତାହାହେଲେ କାର୍ଯ୍ୟାନୁଷ୍ଠାନ ହେବ।”

ସେହିପରି ସବଡେଗା ବ୍ଲକ୍ ହମିରପୁର ପଞ୍ଚାୟତ କାର୍ଯ୍ୟାଳୟରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଇନ୍ଦିରା ଆବାସ ବାବଦକୁ ୧୦ରୁ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ମଗାଯାଉଥିବା ଅଭିଯୋଗ ହେଉଛି। ଏପରିକି କୁକୁଡ଼ା ମାଂସ ଭୋଜି ଦେବାକୁ ମଧ୍ୟ ପଡୁଛି। ଏହାର ପ୍ରତିବାଦରେ ଆଜି ଇନ୍ଦିରା ଆବାସ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଇନ୍ଦିରାଆବାସ ହିତାଧିକାରୀ ସାବିନା ସୋରେଙ୍ଗ କହିଛନ୍ତି-“ସମ୍ପୂର୍ଣ୍ଣ ଇନ୍ଦିରା ଆବାସ ଅର୍ଥ ମିଳୁନି। ଯାହା ମିଳିଲା ସେଥିରୁ ୫୦୦୦ ଟଙ୍କା ପଞ୍ଚାୟତ ସେକ୍ରେଟାରୀ ନେଇଗଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story