ରାସ୍ତାରେ ଗେଟ୍ ନିର୍ମାଣ କରି ଅଡୁଆରେ ଆଇଓସିଏଲ୍‌: ଧର୍ମେନ୍ଦ୍ର କହିଲେ- ସରକାର ମନ୍ଦ ଉଦ୍ଦେଶ୍ୟ ରଖି ଅଭିଯୋଗ ଆଣିଛନ୍ତି

ଭୁବନେଶ୍ୱର: ଟିକସ ପରେ ରାସ୍ତାକୁ ନେଇ ଆଇଓସିଏଲ ଓ ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନୂଆ ବିବାଦ। ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାକୁ ଆଇଓସିଏଲ ଅବରୋଧ କରିବା ନେଇ  ଇଡକୋ କାରଣ ଦର୍ଶାଅ ନୋଟିସ ଦେବା ପରେ ସରକାରଙ୍କ ଉପରେ ପାଲଟା ଆକ୍ରମଣ  କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଯେଉଁ ରାସ୍ତା ଅବରୋଧ ନେଇ  ଇଡକୋ ନୋଟିସ ଦେଇଛି ବର୍ତ୍ତମାନ ସୁଦ୍ଧା ସେହି ରାସ୍ତାରେ ଲୋକେ ଯିବାଆସିବା କରୁଛନ୍ତି। ୫ ନମ୍ବର […]

iocl

iocl

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 08:31 PM IST

Sports

Latest News

ଭୁବନେଶ୍ୱର: ଟିକସ ପରେ ରାସ୍ତାକୁ ନେଇ ଆଇଓସିଏଲ ଓ ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନୂଆ ବିବାଦ। ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାକୁ ଆଇଓସିଏଲ ଅବରୋଧ କରିବା ନେଇ  ଇଡକୋ କାରଣ ଦର୍ଶାଅ ନୋଟିସ ଦେବା ପରେ ସରକାରଙ୍କ ଉପରେ ପାଲଟା ଆକ୍ରମଣ  କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଯେଉଁ ରାସ୍ତା ଅବରୋଧ ନେଇ  ଇଡକୋ ନୋଟିସ ଦେଇଛି ବର୍ତ୍ତମାନ ସୁଦ୍ଧା ସେହି ରାସ୍ତାରେ ଲୋକେ ଯିବାଆସିବା କରୁଛନ୍ତି।

୫ ନମ୍ବର ଜାତୀୟ ରାଜପଥରୁ କୁଜଙ୍ଗ ରୋଡ୍‌ ଦେଇ ଆଇଓସିଏଲ ପ୍ଲାଣ୍ଟକୁ ଯାଇଛି ଏକ ରାସ୍ତା। ଏହି ୬ କିଲୋମିଟର  ଲମ୍ବାର ରାସ୍ତାକୁ ବାଟରେ ଆଇଓସିଲ  ଅବରୋଧ କରିବା ଅଭିଯୋଗ ଆଣି କାରଣ ଦର୍ଶାଅ ନୋଟିସ୍‌ ଦେଇଛି ଇଡକୋ। ଏଥିରେ ସାଧାରଣ ଲୋକେ ଯିବା ଆସିବା ସମ୍ଭବ ହେଉନି ବୋଲି ଲେଖିଛି ଇଡକୋ। କିନ୍ତୁ ଯେଉଁ ରାସ୍ତା ପାଇଁ ଇଡ୍‌କୋ କାରଣ ଦର୍ଶାଅ ନୋଟିସ୍‌ କରିଛି ସେହି ରାସ୍ତାରେ ଏବେ ମଧ୍ୟ ଲୋକେ ଯାତାୟତ କରୁଛନ୍ତି। କେବଳ ଜାତୀୟ ରାଜପଥର କିଛି ଦୂରରେ ପ୍ରଶାସନିକ ଭବନ ନିକଟରେ ଆଇଓସିଏଲ ଗେଟ ନିର୍ମାଣ କରୁଛି। ଏକ  କିଲୋମିଟର ଦୂରରେ ଆଉ ଏକ ଗେଟ ହେଉଛି। କିନ୍ତୁ ଏ କାମ ସରିନି। ବୋଧହୁଏ ଗେଟ  ନିର୍ମାଣ ପରେ ରାସ୍ତା ଅବରୋଧ ହୋଇଯିବ ସେହି ଆଶଙ୍କାରେ ଇଡକୋ ଆଗୁଆ କାରଣ  ଦର୍ଶାଅ ନୋଟିସ ଜାରି କରିଦେଇଛି।

ଇଡକୋର ନୋଟିସ ପରେ କଡା ଭାଷାରକେ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଜ ଗୋଡରେ ନିଜ କୁରାଢୀ ମାରିବା ସହ କିଛି  ଅଫିସର ମନ୍ଦ ଉଦ୍ଦେଶ୍ୟ ରଖି ଏହା କରିଥିବା ସେ ଅଭିଯୋଗ କରିଛନ୍ତି।

ଏହାର ଜବାବ ରଖିଛି ବିଜେଡି। ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି-“ବେଆଇନ୍‌ ଭାବେ ଯଦି କେହି ରାସ୍ତା ଜବରଦଖଲ କରିବ ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story