ଓଡ଼ିଶାରେ IPL ବେଟିଂ ଲିଙ୍କ୍‌: ୧୦ ଲକ୍ଷ ଟଙ୍କା ସହ ୧୪ଟି ମୋବାଇଲ୍‌ ଜବତ କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚାଲିଛି ଆଇପିଏଲର ୧୧ତମ ସଂସ୍କରଣ। ଦିନକୁ ଦିନ ଏହାର ରୋମାଞ୍ଚ ବଢ଼ିବଢ଼ି ଚାଲିଛି। ଏପରି ସ୍ଥିତିରେ ରାତାରାତି କୋଟି ପତି ହେବାର ଲକ୍ଷ୍ୟରେ ଅନେକ ଅସାମାଜିକ ବ୍ୟାକ୍ତି ବେଟିଂ କରିବାକୁ ପଛାଉନାହାଁନ୍ତି। ଏଭଳି ଖବର ଏବେ ଓଡ଼ିଶାରୁ ଆସିଛି। ଗଞ୍ଜାମ ଜିଲ୍ଲା ଆସିକାରେ IPL ବେଟିଂ ଅଭିଯୋଗରେ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୧୦ ଲକ୍ଷ ଟଙ୍କା ଓ ୧୪ଟି ମୋବାଇଲ୍ ଜବତ କରାଯାଇଛି।  ଆସିକାର ବିଜୁ ପଟ୍ଟନାୟକ ଛକରେ ଥିବା […]

uy

uy

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 08:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚାଲିଛି ଆଇପିଏଲର ୧୧ତମ ସଂସ୍କରଣ। ଦିନକୁ ଦିନ ଏହାର ରୋମାଞ୍ଚ ବଢ଼ିବଢ଼ି ଚାଲିଛି। ଏପରି ସ୍ଥିତିରେ ରାତାରାତି କୋଟି ପତି ହେବାର ଲକ୍ଷ୍ୟରେ ଅନେକ ଅସାମାଜିକ ବ୍ୟାକ୍ତି ବେଟିଂ କରିବାକୁ ପଛାଉନାହାଁନ୍ତି। ଏଭଳି ଖବର ଏବେ ଓଡ଼ିଶାରୁ ଆସିଛି। ଗଞ୍ଜାମ ଜିଲ୍ଲା ଆସିକାରେ IPL ବେଟିଂ ଅଭିଯୋଗରେ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୧୦ ଲକ୍ଷ ଟଙ୍କା ଓ ୧୪ଟି ମୋବାଇଲ୍ ଜବତ କରାଯାଇଛି।  ଆସିକାର ବିଜୁ ପଟ୍ଟନାୟକ ଛକରେ ଥିବା ଏକ ମୋବାଇଲ ଦୋକାନରେ ବେଟିଂ ଚାଲିଥିବା ସୂଚନା ପାଇ ସେଠାରେ ଚଢ଼ାଉ କରିଥିଲା ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story