ଦରକାର ୧୮୮, ଅଛନ୍ତି ୯୦

ଭୁନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଆଇପିଏସ୍ ଅଫିସର ମରୁଡ଼ି। ଏହା ସତ୍ତ୍ୱେ ଆଇପିଏସ୍‌ ଅଫିସମାନେ ଅଣ-ପୋଲିସ୍ କାମରେ ଲାଗିଛନ୍ତି। ତା’ ସହିତ ୨୬ ଜଣଙ୍କୁ ରାଜ୍ୟ ବାହାରକୁ ଡେପୁଟେସନ୍‌ରେ ପଠାଇ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ୫୨ ପ୍ରତିଶତ ଆଇପିଏସ୍ ଅଫିସର ପଦବୀ ଖାଲି ଥିବାରୁ ଓଡ଼ିଶାକୁ ଅଧିକ ୧୦ ଆଇପିଏସ୍ ଅଫିସର ଦେବାକୁ କେନ୍ଦ୍ର ଗୃହ ବିଭାଗକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ବଢି ଚାଲିଥିବା ମାଓ ଉପଦ୍ରବ, ହାଇଟେକ୍ ଠକେଇ […]

ipsimage

ipsimage

Rakesh Mallick
  • Published: Friday, 23 February 2018
  • Updated: 23 February 2018, 09:51 PM IST

Sports

Latest News

ଭୁନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଆଇପିଏସ୍ ଅଫିସର ମରୁଡ଼ି। ଏହା ସତ୍ତ୍ୱେ ଆଇପିଏସ୍‌ ଅଫିସମାନେ ଅଣ-ପୋଲିସ୍ କାମରେ ଲାଗିଛନ୍ତି। ତା’ ସହିତ ୨୬ ଜଣଙ୍କୁ ରାଜ୍ୟ ବାହାରକୁ ଡେପୁଟେସନ୍‌ରେ ପଠାଇ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ୫୨ ପ୍ରତିଶତ ଆଇପିଏସ୍ ଅଫିସର ପଦବୀ ଖାଲି ଥିବାରୁ ଓଡ଼ିଶାକୁ ଅଧିକ ୧୦ ଆଇପିଏସ୍ ଅଫିସର ଦେବାକୁ କେନ୍ଦ୍ର ଗୃହ ବିଭାଗକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ବଢି ଚାଲିଥିବା ମାଓ ଉପଦ୍ରବ, ହାଇଟେକ୍ ଠକେଇ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବାକୁ ଅଧିକ ଆଇପିଏସ୍ ଅଫିସର ପଠାଇବାକୁ ଚିଠିରେ ଅନୁରୋଧ କରିଛନ୍ତି ନବୀନ।

କେଉଁ ଅଫିସରଙ୍କୁ ନନ୍-ପୋଲିସିଂ କାମରେ ଲଗାଯାଇଛି

ପୂର୍ବତନ ପୋଲିସ୍‌ ଡିଜି କନୱର ବ୍ରଜେଶ ସିଂଙ୍କୁ ଦିଆଯାଇଛି ଓଡ଼ିଶା ସଡ଼କ ପରିବହନ ନିଗମ ସିଏମ୍‌ଡି ଦାୟିତ୍ୱ। ସେହିଭଳି ବରିଷ୍ଠ ଆଇପିଏସ ଡି.ଏସ୍. କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟୋଜିତ। ଡିଆଇଜି ପାହ୍ୟାର ଅଧିକାରୀ ସୂର୍ଯ୍ୟ ଥାଙ୍କାପାନଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଭାବେ ନିଯୁକ୍ତି ଦିଆଯାଇଛି। ଗୋଟିଏ ପଟେ ଆଇପିଏସ୍ ଅଧିକାରୀଙ୍କ ଅଭାବ ପୂରଣ କରିବାକୁ କେନ୍ଦ୍ରକୁ ଚିଠି, ଆଉ ସେପଟେ ଅବସ୍ଥାପିତ ଅଫିସରଙ୍କୁ ଅଣ-ପୋଲିସ୍‌ ଦାୟିତ୍ୱ ଦିଆଯିବାକୁ ନେଇ ଚର୍ଚ୍ଚା ହେଉଛି।

ନିୟମ ଅନୁସାରେ ଓଡ଼ିଶାରେ ଆଇପିଏସ୍ କ୍ୟାଡରଙ୍କ ସଂଖ୍ୟା ୧୮୮। ଯାହାଙ୍କ ମଧ୍ୟରୁ ୧୩୧ଜଣ ସିଧାସଳଖ ଆଇପିଏସ୍ ପାହ୍ୟାର ଓ ୫୭ ଜଣ ଓପିଏସ୍‌ରୁ ପଦୋନ୍ନତି ପାଇ ଆସନ୍ତି। ଓପିଏସ୍ ପାହ୍ୟାରେ ସିଧାସଳଖ ନିଯୁକ୍ତିକୁ ନେଇ ବିବାଦ ଲାଗିଥିବାରୁ ଦୀର୍ଘବର୍ଷ ହେବ ଏହି ୫୭ଟି ପଦବୀ ଖାଲି ରହିଛି। ଏବେ ରାଜ୍ୟରେ ମାତ୍ର ୯୦ଜଣ ଆଇପିଏସ୍ କାର୍ଯ୍ୟରତ ଅଛନ୍ତି। ଅର୍ଥାତ ୧୮୮ ସ୍ଥାନରେ ଖାଲି ପଡିଛି ୫୨ ପ୍ରତିଶତ ପଦବୀ। ଆଇପିଏସ୍ ଅଭାବ ଯୋଗୁଁ ଅନେକ ସ୍ଥାନରେ ଡିଆଇଜି ପଦରେ ଆଇଜି ପାହ୍ୟା ଅଫିସର ନିୟୋଜିତ ହୋଇଛନ୍ତି। ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଏସ୍‌ପି ଆଶିଷ ସିଂ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିଲେ ମଧ୍ୟ ଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ୨୦ଟି ଡିଆଇଜି ପଦବୀ ମଧ୍ୟରୁ ମାତ୍ର ୭ ଜଣ ଅଛନ୍ତି। ସମସ୍ୟାର ସମାଧାନ ପାଇଁ କେନ୍ଦ୍ରକୁ ଡେପୁଟେସନରେ ଯାଇଥିବା ଆଇପିଏସ୍ ଅଧିକାରୀଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଉଦ୍ୟମ କରିବା ଉଚିତ୍ ବୋଲି କହିଛନ୍ତି ପୂର୍ବତନ ଡିଜିପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story