ଖରିଫ ଧାନ ସଂଗ୍ରହରେ ଅନିୟମିତତା ହୋଇଛି: ଦାମୋଦର ରାଉତ

ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ସଂଗ୍ରହରେ ଅନିୟମିତତା ହୋଇଛି। ଚାରୋଟି ସ୍ଥାନରେ ଧାନ କିଣା ବେଳେ ଦୁର୍ନୀତି ହୋଇଛି। ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କଠାରୁ ଧାନ କିଣା ବେଳେ ଏହି ଦୁର୍ନୀତି ହୋଇଛି। ଏ ଗୁମର ଫିଟାଇଛନ୍ତି ଖୋଦ୍ ସମବାୟ ମନ୍ତ୍ରୀ ଦାମୋଦର ରାଉତ। ଆଜି ବିଧାନସଭାରେ ସେ ଏକଥା କହିଛନ୍ତି। ରାଜ୍ୟରେ ସମବାୟ ବ୍ୟାଙ୍କ କରାବାର ସଂପର୍କରେ ଉତ୍ତର ରଖୁଥିବା ବେଳେ ସେ ଏହା କହିଥିଲେ। ଯେଉଁଠି ଅନିୟମତତା ଦେଖାଯାଉଛି ତା’ର ତଦନ୍ତ କରାଯାଉଛି। ସମବାୟ […]

dama

dama

Rakesh Mallick
  • Published: Wednesday, 07 December 2016
  • Updated: 07 December 2016, 02:04 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ସଂଗ୍ରହରେ ଅନିୟମିତତା ହୋଇଛି। ଚାରୋଟି ସ୍ଥାନରେ ଧାନ କିଣା ବେଳେ ଦୁର୍ନୀତି ହୋଇଛି। ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କଠାରୁ ଧାନ କିଣା ବେଳେ ଏହି ଦୁର୍ନୀତି ହୋଇଛି। ଏ ଗୁମର ଫିଟାଇଛନ୍ତି ଖୋଦ୍ ସମବାୟ ମନ୍ତ୍ରୀ ଦାମୋଦର ରାଉତ। ଆଜି ବିଧାନସଭାରେ ସେ ଏକଥା କହିଛନ୍ତି। ରାଜ୍ୟରେ ସମବାୟ ବ୍ୟାଙ୍କ କରାବାର ସଂପର୍କରେ ଉତ୍ତର ରଖୁଥିବା ବେଳେ ସେ ଏହା କହିଥିଲେ।

ଯେଉଁଠି ଅନିୟମତତା ଦେଖାଯାଉଛି ତା’ର ତଦନ୍ତ କରାଯାଉଛି।

ସମବାୟ ବ୍ୟାଙ୍କ ସଂପର୍କରେ ସୂଚନା ଦେଇ ଦାମୋଦର କହିଛନ୍ତି ଯେ ମୋଟ ୪୩୪୫ ସମବାୟ ବ୍ୟାଙ୍କ ମଧ୍ୟରୁ ୨୦୭୬ ବ୍ୟାଙ୍କ କ୍ଷତିରେ ଚାଲୁଛନ୍ତି। ବିମୁଦ୍ରାକରଣ ପରେ ସମବାୟ ବ୍ୟାଙ୍କର କାରବାର କ୍ଷତିଗ୍ରସ୍ତ ହୋଇଛି। ତେଣୁ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story