ବିଜେପୁରରେ ବିଜେଡି ଜିତିବ: ସୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି କସରତ ଆରମ୍ଭ କରି ଦେଇଛନ୍ତି। ବଡ଼ ବଡ଼ ନେତା, ମନ୍ତ୍ରୀ ସେଠାରେ ଭିଡ଼ ଜମାଇଛନ୍ତି। ଏପରି ସ୍ଥିତିରେ ବିଜେପୁର ଭୋଟ ପୂର୍ବରୁ ହାତ ଟେକି ଦେଇଛନ୍ତି କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ। କହିଛନ୍ତି,“ କଂଗ୍ରେସ ବିଜେପୁରରେ ଜିତିଲା ଭଳି ମୋତେ କାହିଁ ଲାଗୁ ନାହିଁ। ମୁଁ ବିଜେପୁରରେ ୩ରୁ ୪ ଦିନ ହେଲା ବୁଲୁଛି, ପ୍ରଚାର […]

congress.jpg000

congress.jpg000

Tapaswini Nayak
  • Published: Thursday, 17 October 2019
  • Updated: 17 October 2019, 02:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି କସରତ ଆରମ୍ଭ କରି ଦେଇଛନ୍ତି। ବଡ଼ ବଡ଼ ନେତା, ମନ୍ତ୍ରୀ ସେଠାରେ ଭିଡ଼ ଜମାଇଛନ୍ତି। ଏପରି ସ୍ଥିତିରେ ବିଜେପୁର ଭୋଟ ପୂର୍ବରୁ ହାତ ଟେକି ଦେଇଛନ୍ତି କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ।
କହିଛନ୍ତି,“ କଂଗ୍ରେସ ବିଜେପୁରରେ ଜିତିଲା ଭଳି ମୋତେ କାହିଁ ଲାଗୁ ନାହିଁ। ମୁଁ ବିଜେପୁରରେ ୩ରୁ ୪ ଦିନ ହେଲା ବୁଲୁଛି, ପ୍ରଚାର କରୁଛି। ବିଜେପୁରରେ ପୂରା ନବୀନ ପଟ୍ଟନାୟକ ଜମାନା ଚାଲିଛି। ନବୀନ ବାବୁଙ୍କୁ ଜିତାଇବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି।”

ସେ ଆହୁରି କହିଛନ୍ତି,“ ବିଜେପୁରରେ ବିଜେଡି ଯେତିକି ପତାକା ଲଗାଇଛି, ଆମ ୭ ଜନ୍ମରେ କଂଗ୍ରେସ ବାଲା ଏମିତି ପତାକା ଦେଖିପାରିବୁନି। ଯେମିତି ବିଜେଡି କର୍ମୀ ପୋଷ୍ଟର ମାରିଛନ୍ତି, ୨୦ ଜନ୍ମରେ ଆମେ ମାରି ପାରିବୁନି। ଏତେ ପଇସା କିଏ କେଉଁଠି ଆଣିବ। ସବୁ ପଇସା ମୋଦି ଓ ନବୀନଙ୍କ ପାଖରେ ଅଛି। ଆମେ ତ ଶୁଖିଲା। ଏଭଳି ସ୍ଥିତିରେ ମୋତେ କାହିଁ ଜିତିଲା ଭଳି ଲାଗୁ ନାହିଁ।”

ସୁର କହିଛନ୍ତି,“ବିନା ପଇସାରେ କିଛି କାର୍ଯ୍ୟ ହେଲାଣି, ନା କେବେ ହେଇ ପାରିବ। କଂଗ୍ରେସ ପାଖରେ ଜମା ପଇସା ନାହିଁ। ଭୋଟ କ’ଣ ପାଇବ। ଆମେ ଏଠି ହାରିଯିବୁ, କାହିଁକି ବଡ଼ ବଡ଼ କଥା କହିବୁ।”

ନବୀନଙ୍କ ବେଳା ପଡ଼ିଛି । ମହାଶୂନ୍ୟରେ ସେ ୫ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏମିତି ଭାଗ୍ୟ ପୃଥିବୀରେ କାହାର ନାହିଁ ବୋଲି ସୁର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story