ଆଇଟିଇଆର ପ୍ଲେସ୍‌ମେଣ୍ଟ ଜାଲିଆତି ଘଟଣା: ଥାନାରେ ଏତଲା ଦେଲା ଷ୍ଟୁଡେଣ୍ଟ ଫୋରମ୍‌

ଭୁବନେଶ୍ୱର: ଆଇଟିଇଆରରେ ପ୍ଲେସମେଣ୍ଟ ନାଁରେ ଜାଲିଆତି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।  ଓଡ଼ିଶା ଷ୍ଟୁଡେଣ୍ଟ ଲିଡର ଫୋରମ୍ ପକ୍ଷରୁ ଖଣ୍ଡଗିରି ଥାନାରେ ଏହି ଅଭିଯୋଗ କରାଯାଇଛି। ଏଥିରେ ସୋଆ ମ୍ୟାନେଜମେଣ୍ଟ ଓ ମାଲିକ ମନୋଜ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। କେବଳ ଏହି ଘଟଣା ନୁହେଁ, ପୂର୍ବରୁ ୨୦୧୩, ୨୦୧୫ ଓ ୨୦୧୬ ମସିହାରେ ମଧ୍ୟ ଜାଲ୍ ନିଯୁକ୍ତିପତ୍ର ପ୍ରଦାନ ଓ ଠକେଇ ଘଟଣା ଘଟିଥିବା ଲିଖିତ ଅଭିଯୋଗରେ ଫୋରମ୍‌ ପକ୍ଷରୁ […]

iter

iter

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 02:58 PM IST

Sports

Latest News

ଭୁବନେଶ୍ୱର: ଆଇଟିଇଆରରେ ପ୍ଲେସମେଣ୍ଟ ନାଁରେ ଜାଲିଆତି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।  ଓଡ଼ିଶା ଷ୍ଟୁଡେଣ୍ଟ ଲିଡର ଫୋରମ୍ ପକ୍ଷରୁ ଖଣ୍ଡଗିରି ଥାନାରେ ଏହି ଅଭିଯୋଗ କରାଯାଇଛି। ଏଥିରେ ସୋଆ ମ୍ୟାନେଜମେଣ୍ଟ ଓ ମାଲିକ ମନୋଜ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

କେବଳ ଏହି ଘଟଣା ନୁହେଁ, ପୂର୍ବରୁ ୨୦୧୩, ୨୦୧୫ ଓ ୨୦୧୬ ମସିହାରେ ମଧ୍ୟ ଜାଲ୍ ନିଯୁକ୍ତିପତ୍ର ପ୍ରଦାନ ଓ ଠକେଇ ଘଟଣା ଘଟିଥିବା ଲିଖିତ ଅଭିଯୋଗରେ ଫୋରମ୍‌ ପକ୍ଷରୁ ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos