ଜି.ଉଦୟଗିରି: ଟ୍ରକ୍‌ ଚାପାରେ ଖଲି ବ୍ୟବସାୟୀ ମୃତ

ଜି.ଉଦୟଗିରି:  ଆଜି ଭୋରରୁ  ଜି.ଉଦୟଗିରି  ସବ୍‌ ଜେଲ୍‌ ନିକଟରେ  ଟ୍ରକ୍‌ ଚାପାରେ ଜଣେ ଖଲି ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି।  ସେ ହେଲେ ବ୍ରହ୍ମପୁର ନିଳାଦ୍ରୀ ବିହାରର କୃଷ୍ଣ ଚନ୍ଦ୍ର ତ୍ରିପାଠୀ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କୃଷ୍ଣ ପ୍ରସାଦ ବ୍ରହ୍ମପୁରକୁ ଖଲି ନେବାକୁ ଆସୁଥିବା ସମୟରେ ଗାଈଗୁଡ଼ିକ ରାସ୍ତାରେ ଶୋଇଥିବା ଦେଖି ଟ୍ରକ୍‌ ଡ୍ରାଇଭର୍‌ ତାଙ୍କୁ  ହଟାଇବାକୁ କହିଥିଲେ। ଗାଈଗୁଡ଼ିକୁ ସେ ରାସ୍ତାରୁ ଘୋଉଡ଼ାଇବା ସମୟରେ ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିଲା। ତାରରେ ଛନ୍ଦି ହୋଇ କୃଷ୍ଣ […]

death

death

Rakesh Mallick
  • Published: Thursday, 15 September 2016
  • Updated: 15 September 2016, 01:46 PM IST

Sports

Latest News

ଜି.ଉଦୟଗିରି:  ଆଜି ଭୋରରୁ  ଜି.ଉଦୟଗିରି  ସବ୍‌ ଜେଲ୍‌ ନିକଟରେ  ଟ୍ରକ୍‌ ଚାପାରେ ଜଣେ ଖଲି ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି।  ସେ ହେଲେ ବ୍ରହ୍ମପୁର ନିଳାଦ୍ରୀ ବିହାରର କୃଷ୍ଣ ଚନ୍ଦ୍ର ତ୍ରିପାଠୀ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

କୃଷ୍ଣ ପ୍ରସାଦ ବ୍ରହ୍ମପୁରକୁ ଖଲି ନେବାକୁ ଆସୁଥିବା ସମୟରେ ଗାଈଗୁଡ଼ିକ ରାସ୍ତାରେ ଶୋଇଥିବା ଦେଖି ଟ୍ରକ୍‌ ଡ୍ରାଇଭର୍‌ ତାଙ୍କୁ  ହଟାଇବାକୁ କହିଥିଲେ। ଗାଈଗୁଡ଼ିକୁ ସେ ରାସ୍ତାରୁ ଘୋଉଡ଼ାଇବା ସମୟରେ ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିଲା। ତାରରେ ଛନ୍ଦି ହୋଇ କୃଷ୍ଣ ପ୍ରସାଦ ତଳ ପଡ଼ି ଯିବାରୁ ଟ୍ରକ୍‌ର ପଛ ଚକ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story