ଜଗା-କାଳିଆଙ୍କ ଆରୋଗ୍ୟ କାମନା କରି ସମୂହ ଦୀପ ପ୍ରଜ୍ଜ୍ୱଳନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଆରୋଗ୍ୟ ପାଇଁ ଭୁବନେଶ୍ୱର ବମିଖାଲ ପୂଜା ମଣ୍ଡପରେ ନିଆରା ପ୍ରୟାସ କରାଯାଇଛି। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି ମାଆ ଦୁର୍ଗାଙ୍କ ପାଖରେ କମିଟି କର୍ମକର୍ତ୍ତାମାନେ ସମୂହ ଦୀପ ଜାଳାଇ ଛନ୍ତି। ଏପରିକି ବ୍ୟାନରରେ ଜଗା-କାଳିଆଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିଥିଲେ। ଏଥିସହ ପୂଜା ମଣ୍ଡପ ଦାନ ବାକ୍ସରୁ ଯାହା ଟଙ୍କା ମିଳିବ ସେସବୁକୁ ସେମାନଙ୍କ ଚିକିତ୍ସା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେବା ପାଇଁ ନିଷ୍ପତ୍ତି […]

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 05:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଆରୋଗ୍ୟ ପାଇଁ ଭୁବନେଶ୍ୱର ବମିଖାଲ ପୂଜା ମଣ୍ଡପରେ ନିଆରା ପ୍ରୟାସ କରାଯାଇଛି। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି ମାଆ ଦୁର୍ଗାଙ୍କ ପାଖରେ କମିଟି କର୍ମକର୍ତ୍ତାମାନେ ସମୂହ ଦୀପ ଜାଳାଇ ଛନ୍ତି। ଏପରିକି ବ୍ୟାନରରେ ଜଗା-କାଳିଆଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିଥିଲେ। ଏଥିସହ ପୂଜା ମଣ୍ଡପ ଦାନ ବାକ୍ସରୁ ଯାହା ଟଙ୍କା ମିଳିବ ସେସବୁକୁ ସେମାନଙ୍କ ଚିକିତ୍ସା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବମିଖାଲ ପୂଜା ସମିତି ସଭାପତି କାବୁଲା ଜେନା କହିଛନ୍ତି-“ଜଗା-କାଳିଆଙ୍କ ଆରୋଗ୍ୟ କାମ କରି ମାଆଙ୍କ ନିକଟରେ ପ୍ରାର୍ଥନା କରିଛୁ। ଏଥିପାଇଁ ରଖାଯାଇଥିବା ଦାନ ବାକ୍ସରେ ଯାହା ଅର୍ଥ ମିଳିବ, ସେସବୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରାଯିବ।”

ସେହିପରି ନୟାପଲ୍ଲୀ ପୂଜା ମଣ୍ଡପରେ ମଧ୍ୟ ଜଗା-କାଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ମାଆଙ୍କ ପାଖରେ ଅଖଣ୍ଡ ଦୀପ ଜଳାଯାଇଛି।

ଅଗଷ୍ଟ ୨୮ ତାରିଖରେ ଦିଲ୍ଲୀ ଏମ୍ସରେ ଜଗା-କାଳିଆଙ୍କ ଅସ୍ତ୍ରୋପଚାର ହୋଇଥିଲା। ଏକ ୪୦ ଜଣିଆ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିଥିଲା। ଜାପାନରୁ ଆସିଥିବା ବିଶେଷଜ୍ଞ ଡାକ୍ତର ମଧ୍ୟ ଅସ୍ତ୍ରୋପଚାରେ ସାମିଲ ହୋଇଥିଲେ। କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଂପର୍କରେ ପ୍ରଥମେ ରାଜ୍ୟର ନମ୍ବର ୱାନ୍ ନ୍ୟୁଜ୍ ଚ୍ୟାନେଲ୍‌ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ରାଜ୍ୟ ସରକାର ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ। ଗତ ଜୁଲାଇ ୧୩ ତାରିଖରେ ଭୁବନେଶ୍ୱର ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାଇଥିଲେ ଜଗା-ବଳିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story