‘ଜଗା ଏକା କରିପାରିବନି, ଆଉ କିଏ କିଏ ସାମିଲ ବାହାର କରାଯାଉ‘

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ‘ମୋ ସ୍ୱାମୀ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁକୁ ନେଇ ରାଜନୀତି କରାନଯାଉ। କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ମୋର ଭରସା ରହିଛି। କାଇମବ୍ରାଞ୍ଚକୁ ତା’ କାମ କରିବାକୁ ଦିଅଯାଉ।’ ଆଜି ଏଭଳି କିଛି କହିଛନ୍ତି ଚିତ୍ତରଞ୍ଜନଙ୍କ ପତ୍ନୀ ସୁଭଦ୍ରା ପଲେଇ। ସେ କହିଛନ୍ତି, ଜଗା ତାଙ୍କ ସହ ଥିଲା। କିନ୍ତୁ ଜଗା ଏକା କେବେ ଏସବୁ କରିପାରିବନି। ଜଗା ସହ ଅନ୍ୟ କିଛି ବ୍ୟକ୍ତି ସାମିଲ ଅଛନ୍ତି। କିଏ କିଏ ଏଥିରେ […]

Subhadra Palei

Subhadra Palei

Tapaswini Nayak
  • Published: Friday, 17 December 2021
  • Updated: 17 December 2021, 04:07 PM IST

Sports

Latest News

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ‘ମୋ ସ୍ୱାମୀ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁକୁ ନେଇ ରାଜନୀତି କରାନଯାଉ। କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ମୋର ଭରସା ରହିଛି। କାଇମବ୍ରାଞ୍ଚକୁ ତା’ କାମ କରିବାକୁ ଦିଅଯାଉ।’ ଆଜି ଏଭଳି କିଛି କହିଛନ୍ତି ଚିତ୍ତରଞ୍ଜନଙ୍କ ପତ୍ନୀ ସୁଭଦ୍ରା ପଲେଇ।

ସେ କହିଛନ୍ତି, ଜଗା ତାଙ୍କ ସହ ଥିଲା। କିନ୍ତୁ ଜଗା ଏକା କେବେ ଏସବୁ କରିପାରିବନି। ଜଗା ସହ ଅନ୍ୟ କିଛି ବ୍ୟକ୍ତି ସାମିଲ ଅଛନ୍ତି। କିଏ କିଏ ଏଥିରେ ସାମିଲ, ସେ ସମସ୍ତଙ୍କୁ ଖୋଜି ବାହାର କରାଯାଉ।

ସୁଭଦ୍ରା ଆହୁରି କହିଛନ୍ତି,  ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ମୋତେ ପଚରାଉଚରା କରିଥିଲା। ଚିତ୍ତରଂଜନ ତୁମକୁ କେତେ ବର୍ଷ ହେବ ଭଲ ପାଇଥଲେ? ଭଲ ପାଇବା ସମୟରେ ଚିତ୍ତରଂଜନ ତୁମକୁ କ’ଣ ଦେଇଥିଲେ, ଏମିତି କିଛି ପ୍ରଶ୍ନ ସେମାନେ ପଚାରିଥିଲେ।

ଅନ୍ୟପକ୍ଷରେ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ SIT ଗଠନ କରି ଘଟଣାର ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଥିବା ବେଳେ ବିଜେପି ଏହାର ସିବିଆଇ ତଦନ୍ତ ଦାବି କରିଛି।

କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଚିତ୍ତଙ୍କ ବଡ଼ବାପା ବିଜେଡି ସା.ସଂପାଦକଙ୍କ ବିରୋଧରେ ଏତଲା କରିଛନ୍ତି। ଯଦି ପୁଲିସର ସାହସ ଅଛି ତାଙ୍କୁ ଗିରଫ କରୁ। ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ SIT ଗଠନ କରି ଘଟଣାର ତଦନ୍ତ କରାଯାଉ।

ଚିତ୍ତରଞ୍ଜନଙ୍କୁ ନ୍ୟାୟ ଦାବିରେ ଆଜି ବିଜେପି ପକ୍ଷରୁ ଏକ ବିଶାଳ ସମାବେଶ କରାଯାଇଛି। ବ୍ରହ୍ମଗିରି ଢାବା ଛକରେ ଦଳ ପକ୍ଷରୁ ଏହି ସମାବେଶ କରାଯାଇଥିଲା। ଅଲାରନାଥ ମନ୍ଦିରରୁ ଦଳୀୟ ନେତା ଓ କର୍ମୀ ଶୋଭାଯାତ୍ରା ବାହାରି ଢାବା ଛକରେ ପହଞ୍ଚିବା ପରେ ସମାବେଶ କରିଥିଲେ। ଏହି ସମାବେଶରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ଥିଲେ।

ବ୍ରହ୍ମଗିରି ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି ଯେ ତାଙ୍କର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ନାହିଁ। ଏଣୁ ଘଟଣାର ସିବିଆଇ ତଦନ୍ତ କରାଯାଉ। ସିବିଆଇ ତଦନ୍ତ କଲେ ସତ ପଦାକୁ ଆସିବ।

ଆଜି ଜଗା ଘରକୁ ଯାଇ ଖୋଲତାଡ଼ କରିଛି କ୍ରାଇମବ୍ରାଞ୍ଚ। ପୁରୀ ମାଟିଆପଡ଼ା ସ୍ଥିତ ତା’ ଘରକୁ ଯାଇ ତଦନ୍ତ କରାଯାଇଛି। ସେଠାରେ ଭୋଜି ହୋଇଥିଲା। ଜଗାର ସାହି ପଡ଼ୋଶୀ ଲୋକଙ୍କ ସହ ଆଲୋଚନା କରିଛି କ୍ରାଇମ୍‌ବ୍ରାଞ୍ଚ।  ଆଜି ଚିତ୍ତରଂଜନଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିପାରେ। ଚିତ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ କ’ଣ ସେ ସମ୍ପର୍କରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇପାରେ ବୋଲି କୁହାଯାଉଛି।

ଗତ ଶନିବାର ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗା ଘରେ ଆୟୋଜିତ ହୋଇଥିଲା ଭୋଜି। ସେଠାକୁ ଯାଇଥିଲେ ଚିତ୍ତରଂଜନ। କିନ୍ତୁ ଘରକୁ ଆଉ ଫେରି ନଥିଲେ। ତାଙ୍କ ମୋବାଇଲ ବନ୍ଦ ରହିଥିଲା। ରବିବାର ଯାଏ କୌଣସି ପତ୍ତା ନମିଳିବାରୁ ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଡିସେମ୍ବର ୧୩ ତାରିଖରେ ପୁରୀ ନୂଆନଈ ନିକଟରେ ଚିତ୍ତରଂଜନଙ୍କ ମୃତଦେହ ମିଳିଥିଲା। ଚିତ୍ତରଂଜନ ଥିଲେ ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ। ଚିତ୍ତଙ୍କ ମୃତ୍ୟୁ ପାଇଁ ସଞ୍ଜୟଙ୍କ ଉପରକୁ ସିଧାସଳଖ ଆଙ୍ଗୁଠି ଉଠାଇଥିଲେ ତାଙ୍କ ପତ୍ନୀ ସୁଭଦ୍ରା ପଲେଇ।

ଗତକାଲି ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ) ସର୍ବେଶ୍ୱର ଜେନାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଏହା ସହିତ ଚିତ୍ତରଞ୍ଜନଙ୍କ ପୁତୁରା ଦିଲ୍ଲୀପ ପଲେଇଙ୍କୁ ମଧ୍ୟ ଜେରା କରିଥିଲା। ଏମାନେ ବି ଘଟଣା ପୂର୍ବ ରାତିରେ ଚିତ୍ତରଞ୍ଜନଙ୍କ ସହିତ ମିଶି ଭୋଜି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story