ବାହୁଡ଼ିବେ ଜଗା, କାଳିଆ! ଓଡ଼ିଶା ସ୍ଥାନାନ୍ତର ପାଇଁ ଚାଲିଛି ଆଲୋଚନା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା କନ୍ଧମାଳର ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ସୁଧାର ଆସିଛି। ଜଗାକୁ ହ୍ୱିଲ୍ ଚେୟାରରେ ଏମସ୍ ପରିସରରେ ବୁଲାଯାଉଛି। ଡାକ୍ତରଙ୍କ କହିବା ଅନୁସାରେ, ଜଗା ପ୍ରାୟ ୯୮ ପ୍ରତିଶତ ସୁସ୍ଥ ହୋଇସାରିଲାଣି। ପ୍ରତିଦିନ ନର୍ସମାନଙ୍କ ସହ ସେ ବ୍ୟାୟାମ କରୁଛି। ଖରା ସେକ ନେଉଛି। କାଳିଆକୁ ଜଗା ଭଳି ସୁସ୍ଥ ହେବାକୁ ଆହୁରି ୬ ମାସ ଲାଗିବ ବୋଲି ଡାକ୍ତର କହିଛନ୍ତି। ତେବେ ସେମାନଙ୍କୁ ଦିଲ୍ଲୀ ଏମ୍‌ସରୁ ଓଡ଼ିଶାକୁ […]

jaga kalia

jaga kalia

Rakesh Mallick
  • Published: Wednesday, 07 February 2018
  • Updated: 07 February 2018, 08:21 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା କନ୍ଧମାଳର ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ସୁଧାର ଆସିଛି। ଜଗାକୁ ହ୍ୱିଲ୍ ଚେୟାରରେ ଏମସ୍ ପରିସରରେ ବୁଲାଯାଉଛି। ଡାକ୍ତରଙ୍କ କହିବା ଅନୁସାରେ, ଜଗା ପ୍ରାୟ ୯୮ ପ୍ରତିଶତ ସୁସ୍ଥ ହୋଇସାରିଲାଣି। ପ୍ରତିଦିନ ନର୍ସମାନଙ୍କ ସହ ସେ ବ୍ୟାୟାମ କରୁଛି। ଖରା ସେକ ନେଉଛି। କାଳିଆକୁ ଜଗା ଭଳି ସୁସ୍ଥ ହେବାକୁ ଆହୁରି ୬ ମାସ ଲାଗିବ ବୋଲି ଡାକ୍ତର କହିଛନ୍ତି। ତେବେ ସେମାନଙ୍କୁ ଦିଲ୍ଲୀ ଏମ୍‌ସରୁ ଓଡ଼ିଶାକୁ ଅଣାଯିବ ନା ନାହିଁ ତାହା ସେମାନଙ୍କ ବାପା ମାଆଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ସେମାନେ ରାଜି ହେଲେ ଜଗା ଓ କାଳିଆକୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଏମ୍‌ସ କିମ୍ବା କଟକ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story