ଜଗମୋହନ ସୁରକ୍ଷିତ, ଗର୍ଭଗୃହକୁ ଯାଇପାରିବେ ଭକ୍ତ: ଏଏସ୍‌ଆଇ

ପୁରୀ: ଜଗମୋହନର ଅସ୍ଥାୟୀ ମରାମତି କରାଯାଇଛି। ଏଥିରେ ଏବେ କୌଣସି ସମସ୍ୟା ନାହିଁ। ଭକ୍ତମାନେ ଗର୍ଭଗୃହକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଏଏସ୍‌ଆଇର ମନୁମେଣ୍ଟ୍ ଡାଇରେକ୍ଟର ଏ.କେ ପଟେଲ। ସେ କହିଛନ୍ତି,“ଜଗମୋହନର ପିଲାର ଓ ବିମ୍‌କୁ ଲୁହା ବ୍ରାକେଟ୍‌ ଦ୍ୱାରା ମରାମତି କରାଯାଇଛି। ଏହା ଅସ୍ଥାୟୀ ମରାମତି। ପରେ ଏହାର ସ୍ଥାୟୀ ମରାମତି କରାଯିବ। ତେବେ ଏବେ ଜଗମୋହନ ପୂରାପୂରି ସୁରକ୍ଷିତ। ରତ୍ନ ସିଂହାସନକୁ ମହାପ୍ରଭୁ ପହଣ୍ଡି ହୋଇ ଯିବାକୁ […]

jagannath-temple

jagannath-temple

Rakesh Mallick
  • Published: Saturday, 16 July 2016
  • Updated: 17 July 2016, 11:57 AM IST

Sports

Latest News

jagannath-templeପୁରୀ: ଜଗମୋହନର ଅସ୍ଥାୟୀ ମରାମତି କରାଯାଇଛି। ଏଥିରେ ଏବେ କୌଣସି ସମସ୍ୟା ନାହିଁ। ଭକ୍ତମାନେ ଗର୍ଭଗୃହକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଏଏସ୍‌ଆଇର ମନୁମେଣ୍ଟ୍ ଡାଇରେକ୍ଟର ଏ.କେ ପଟେଲ।

ସେ କହିଛନ୍ତି,“ଜଗମୋହନର ପିଲାର ଓ ବିମ୍‌କୁ ଲୁହା ବ୍ରାକେଟ୍‌ ଦ୍ୱାରା ମରାମତି କରାଯାଇଛି। ଏହା ଅସ୍ଥାୟୀ ମରାମତି। ପରେ ଏହାର ସ୍ଥାୟୀ ମରାମତି କରାଯିବ। ତେବେ ଏବେ ଜଗମୋହନ ପୂରାପୂରି ସୁରକ୍ଷିତ। ରତ୍ନ ସିଂହାସନକୁ ମହାପ୍ରଭୁ ପହଣ୍ଡି ହୋଇ ଯିବାକୁ ସମସ୍ତ ଭାରା ମଧ୍ୟ ଖୋଲି ଦିଆଯାଇଛି। ତେଣୁ ଭକ୍ତମାନେ ପୂର୍ବଭଳି ଗର୍ଭଗୃହକୁ ଯାଇ ଠାକୁରଙ୍କ ଦର୍ଶନ କରିପାରିବେ। ତେବେ ଭକ୍ତମାନେ ଗର୍ଭଗୃହକୁ ଯାଇ ଦର୍ଶନ କରିପାରିବେ କି ନାହିଁ ସେ ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ପ୍ରଶାସନର।”

ସେ କହିଛନ୍ତି,“ଉତ୍ତର-ପଶ୍ଚିମ କୋଣରେ ଥିବା ପିଲାରର ମରାମତି କରାଯାଇଥିଲା। ପୁଣି ଥରେ ଏହାର ମରାମତି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ତା’ର କନ୍‌ଫାଇନ୍‌ମେଣ୍ଟ୍ କାର୍ଯ୍ୟ କରିଛନ୍ତି। ବାକି ତିନିଟିର ମରାମତି କରାଯାଇଛି। ତେବେ ସେଗୁଡ଼ିକୁ କନ୍‌ଫାଇନ୍‌ମେଣ୍ଟ୍‌ କରିବା ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନର। ସେମାନେ ସେ କାର୍ଯ୍ୟ କରିବେ।”

ଜଗମୋହନ ଭିତରକୁ ଭକ୍ତଙ୍କ ପ୍ରବେଶ ନେଇ କୌଣସି ଅସୁବିଧା ନ ଥିବା କଥା ଲିଖିତ ଭାବେ ଦେବାକୁ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story