ଜଗମୋହନର ଫ୍ଲୋର ଗ୍ରାଉଣ୍ଡରେ ଲାଗିବ ୬୦ ଟନରୁ ଅଧିକ ଷ୍ଟେନଲେସ ଷ୍ଟିଲ

ପୁରୀ: ଜଗମୋହନର ଫ୍ଲୋର ଗ୍ରାଉଣ୍ଡର ସ୍ଥିତି ଜଣାପଡିବା ପରେ ଡ୍ରିଲିଂ କାର୍ଯ୍ୟକୁ ଶନିବାର ବନ୍ଦ କରାଯାଇଛି। ୧ ମିଟର ଡ୍ରିଲ କରାଯାଇ ପ୍ରଥମ ଲେୟାରରେ ଗ୍ରାନାୟଟ ପଥର ଏବଂ ପରବର୍ତ୍ତୀ ଲେୟରରେ କୋଣ୍ଡାଲାଇଟ ପଥର ଥିବା ସ୍ପଷ୍ଟ ଜଣାପଡିଛି। ତେଣୁ ଏହାକୁ ଆଧାର କରି କେତେ ପରିମାଣର ଷ୍ଟେନଲେସ ଷ୍ଟିଲ ଆବଶ୍ୟକ ତାହା ଜଣାପଡିଛି। ସେହି ଅନୁସାରେ ଜଗମୋହନକୁ ସୁରକ୍ଷିତ କରାଯିବା ପାଇଁ ପ୍ରତ୍ନତତ୍ତ୍ୱ ବୈଷୟିକ କୋର କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନକ୍ସା ସମ୍ପର୍କରେ ଭାରତୀୟ […]

Sri-Puri-Jagannath-Temple3

Sri-Puri-Jagannath-Temple3

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 02:58 PM IST

Sports

Latest News

ପୁରୀ: ଜଗମୋହନର ଫ୍ଲୋର ଗ୍ରାଉଣ୍ଡର ସ୍ଥିତି ଜଣାପଡିବା ପରେ ଡ୍ରିଲିଂ କାର୍ଯ୍ୟକୁ ଶନିବାର ବନ୍ଦ କରାଯାଇଛି। ୧ ମିଟର ଡ୍ରିଲ କରାଯାଇ ପ୍ରଥମ ଲେୟାରରେ ଗ୍ରାନାୟଟ ପଥର ଏବଂ ପରବର୍ତ୍ତୀ ଲେୟରରେ କୋଣ୍ଡାଲାଇଟ ପଥର ଥିବା ସ୍ପଷ୍ଟ ଜଣାପଡିଛି। ତେଣୁ ଏହାକୁ ଆଧାର କରି କେତେ ପରିମାଣର ଷ୍ଟେନଲେସ ଷ୍ଟିଲ ଆବଶ୍ୟକ ତାହା ଜଣାପଡିଛି। ସେହି ଅନୁସାରେ ଜଗମୋହନକୁ ସୁରକ୍ଷିତ କରାଯିବା ପାଇଁ ପ୍ରତ୍ନତତ୍ତ୍ୱ ବୈଷୟିକ କୋର କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନକ୍ସା ସମ୍ପର୍କରେ ଭାରତୀୟ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶଙ୍କୁ ଜଣାଇ ଦିଆଯିବା ସହ  ୧ କୋଟି ୯୫ଲକ୍ଷ ଟଙ୍କା ବିନିମୟରେ ୬୦ ଟନର ଅଧିକ ଷ୍ଟେନଲେସ ଷ୍ଟିଲ କିଣାଯିବା ପାଇଁ ଚିଠା ପ୍ରସ୍ତୃତ କରାଯାଇଛି।

ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡଣ୍ଟ ଆରକ୍ୟୋଲିଷ୍ଟ ଏଚ.ଏ. ନାୟକ କହିଛନ୍ତି,“୧ କୋଟି ୯୫ଲକ୍ଷ ଟଙ୍କା ବିନିମୟରେ ୬୦ ଟନର ଅଧିକ ଷ୍ଟେନଲେସ ଷ୍ଟିଲ କିଣାଯିବା ପାଇଁ ଭାରତୀୟ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ଅନୁମୋଦନ ଆସିଲେ ଯୁଦ୍ଧକାଳୀନ ଭିତ୍ତିରେ ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ଠାରୁ ବାହୁଡା ଯାତ୍ରା ଭିତରେ ଯେଉଁ ସମୟ ମିଳିବ ତାହା ଭିତରେ ସମ୍ପୂର୍ଣ୍ଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story