ଜଗମୋହନ ଯାଞ୍ଚ କଲେ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ ଏ.ପି. ଗୁପ୍ତା

ପୁରୀ: ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ ତଥା ଆଇଆଇଟି ଖଡଗପୁରର ପୂର୍ବତନ ପ୍ରଫେସର ଏ.ପି ଗୁପ୍ତା ଆଜି ଶ୍ରୀମନ୍ଦିରରେ ବିପଦସଙ୍କୁଳ ଅବସ୍ଥାରେ  ଥିବା  ଜଗମୋହନର ଯାଞ୍ଚ କରିଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟ୍ ଆରକ୍ୟୁଓଲୋଜିଷ୍ଟ୍‌, ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ, ଜଗମୋହନ ମରାମତି ପାଇଁ ସେବାୟତଙ୍କୁ ନେଇ ଗଠିତ ତଦାରଖ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଏ.ପି. ଗୁପ୍ତା ସ୍ଥିତିର ଯାଞ୍ଚ କରିଛନ୍ତି। ଏହି ସମୟରେ ସେ ବିଶେଷଜ୍ଞ ଟିମ୍ ଏବଂ କୋର୍ କମିଟି ଦ୍ୱାରା ପୂର୍ବରୁ ପ୍ରସ୍ତୁତ ବିଭିନ୍ନ ରିପୋର୍ଟର […]

puri

puri

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 01:27 PM IST

ପୁରୀ: ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ ତଥା ଆଇଆଇଟି ଖଡଗପୁରର ପୂର୍ବତନ ପ୍ରଫେସର ଏ.ପି ଗୁପ୍ତା ଆଜି ଶ୍ରୀମନ୍ଦିରରେ ବିପଦସଙ୍କୁଳ ଅବସ୍ଥାରେ  ଥିବା  ଜଗମୋହନର ଯାଞ୍ଚ କରିଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟ୍ ଆରକ୍ୟୁଓଲୋଜିଷ୍ଟ୍‌, ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ, ଜଗମୋହନ ମରାମତି ପାଇଁ ସେବାୟତଙ୍କୁ ନେଇ ଗଠିତ ତଦାରଖ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଏ.ପି. ଗୁପ୍ତା ସ୍ଥିତିର ଯାଞ୍ଚ କରିଛନ୍ତି। ଏହି ସମୟରେ ସେ ବିଶେଷଜ୍ଞ ଟିମ୍ ଏବଂ କୋର୍ କମିଟି ଦ୍ୱାରା ପୂର୍ବରୁ ପ୍ରସ୍ତୁତ ବିଭିନ୍ନ ରିପୋର୍ଟର ମଧ୍ୟ ଅନୁଧ୍ୟାନ କରିଛନ୍ତି।

ଏହାପରେ ଯାହା ନିର୍ଯ୍ୟାସ ବାହାରିବ ସେହି ଅନୁଯାୟୀ ଦୁର୍ବଳ ହୋଇପଡ଼ିଥିବା ଜଗମୋହନର ୪ଟି ପିଲାର୍ ଏବଂ ବିମ୍ ଗୁଡ଼ିକର ମରାମତି କରାଯିବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story