ଜଗମୋହନ ମରାମତି କାର୍ଯ୍ୟର ତଦାରଖ କରିବେ ହାଇକୋର୍ଟ

କଟକ: ଶ୍ରୀମନ୍ଦିରର ଜଗମୋହନ ମରାମତି କାର୍ଯ୍ୟ ତଦାରଖ କରିବେ ହାଇକୋର୍ଟ। ତେବେ କୋର୍ଟ ଏହାର ବୈଷୟିକ କାର୍ଯ୍ୟ ପ୍ରଣାଳୀରେ ହସ୍ତକ୍ଷେପ କରିବେ ନାହିଁ। ଜଗମୋହନ ମରାମତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏହା କହିଛନ୍ତି। ଅନ୍ୟପକ୍ଷରେ ଜଗମୋହନର ୪ଟି କଲମର ମରାମତି କାମ ସମ୍ପୂର୍ଣ୍ଣ ହୋଇଛି ବୋଲି ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ମରାମତି କାମ ସମ୍ପୂର୍ଣ୍ଣ ହେବ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି। […]

high

high

Rakesh Mallick
  • Published: Tuesday, 04 October 2016
  • Updated: 04 October 2016, 10:17 PM IST

Sports

Latest News

କଟକ: ଶ୍ରୀମନ୍ଦିରର ଜଗମୋହନ ମରାମତି କାର୍ଯ୍ୟ ତଦାରଖ କରିବେ ହାଇକୋର୍ଟ। ତେବେ କୋର୍ଟ ଏହାର ବୈଷୟିକ କାର୍ଯ୍ୟ ପ୍ରଣାଳୀରେ ହସ୍ତକ୍ଷେପ କରିବେ ନାହିଁ। ଜଗମୋହନ ମରାମତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏହା କହିଛନ୍ତି।

ଅନ୍ୟପକ୍ଷରେ ଜଗମୋହନର ୪ଟି କଲମର ମରାମତି କାମ ସମ୍ପୂର୍ଣ୍ଣ ହୋଇଛି ବୋଲି ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ମରାମତି କାମ ସମ୍ପୂର୍ଣ୍ଣ ହେବ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି। ଏହାସହ ମରାମତି କାମର କେତେ ଅଗ୍ରଗତି ହୋଇଛି ସେ ସମ୍ପର୍କରେ ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି। ନଭେମ୍ୱର ୪ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

ବିଭିନ୍ନ ରାଜ୍ୟରୁ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହେବ ଜଗନ୍ନାଥ ପ୍ରକଳ୍ପ। ଏଥିରେ ବିଭିନ୍ନ ରାଜ୍ୟର ଅତିଥି ଭବନ ରହିବ। ଯେଉଁ ରାଜ୍ୟ ଅତିଥି ଭବନ ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ଭିତ୍ତିଭୂମି ଯୋଗାଇ ଦିଆଯିବ। ଆଜି ସଚିବାଳୟରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୩୪ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ ହେବ ବୋଲି ବୈଠକରେ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story