ଡ୍ରୋନ୍‌ କ୍ୟାମେରାରେ ଫଟୋ ଉଠିଥିବା ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଫଟୋ ଚିତ୍ର। ଅତି ଉଚ୍ଚରୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ଏହି ଫୋଟ ନିଆଯାଇଥିବା ଚର୍ଚ୍ଚା ହେଉଛି। ଫଟୋରେ ଶ୍ରୀମନ୍ଦିରର ସିଂହ ଦ୍ୱାର, ମେଘନାଦ ପାଚେରୀ, ବାଇଶି ପାହାଚ, ଶ୍ରୀମନ୍ଦିର ବେଢା, କୁରୁମ ବେଢା ଓ ଭୋଗ ମଣ୍ଡପ ସ୍ପଷ୍ଟ ଭାବେ ବାରି ହୋଇପଡୁଛି। ଏଥି ସହ ବେଢାରେ ଥିବା ବିମଳା ମନ୍ଦିର, କମଳା ମନ୍ଦିର ସୂର୍ଯ୍ୟ ମନ୍ଦିର ଆଦି ପାର୍ଶ୍ୱ ମନ୍ଦିର ଗୁଡିକ ମଧ୍ୟ ସ୍ପଷ୍ଟ ବାରି ହେଉଛି। […]

srimandir

srimandir

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 09:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଫଟୋ ଚିତ୍ର। ଅତି ଉଚ୍ଚରୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ଏହି ଫୋଟ ନିଆଯାଇଥିବା ଚର୍ଚ୍ଚା ହେଉଛି। ଫଟୋରେ ଶ୍ରୀମନ୍ଦିରର ସିଂହ ଦ୍ୱାର, ମେଘନାଦ ପାଚେରୀ, ବାଇଶି ପାହାଚ, ଶ୍ରୀମନ୍ଦିର ବେଢା, କୁରୁମ ବେଢା ଓ ଭୋଗ ମଣ୍ଡପ ସ୍ପଷ୍ଟ ଭାବେ ବାରି ହୋଇପଡୁଛି। ଏଥି ସହ ବେଢାରେ ଥିବା ବିମଳା ମନ୍ଦିର, କମଳା ମନ୍ଦିର ସୂର୍ଯ୍ୟ ମନ୍ଦିର ଆଦି ପାର୍ଶ୍ୱ ମନ୍ଦିର ଗୁଡିକ ମଧ୍ୟ ସ୍ପଷ୍ଟ ବାରି ହେଉଛି। ଏହି ଫଟୋରେ ଶ୍ରୀମନ୍ଦିର ସହ ପଶ୍ଟିମ ଦ୍ୱାର ପଛ ପାଖରେ ଥିବା ସହରର କୋଠା ମଧ୍ୟ ଦୃଶ୍ୟମାନ ହେଉଛି। ତେବେ ଏହି ଫଟୋ ଭାଇରାଲ ହେବା ପରେ ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos